Browsing Tag

COVID-19 Update

କରୋନା ଅପଡେଟ୍‌: ୮୮ ଦିନ ପରେ ସବୁଠୁ କମ୍ ମାମଲା, ଆଉ ୫୩,୨୫୬ ସଂକ୍ରମିତ ଚିହ୍ନଟ, ୧୪୨୨ ମୃତ

ନୂଆଦିଲ୍ଲୀ: ୮୮ ଦିନ ପରେ ଭାରତରେ ସବୁଠୁ କମ୍ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୩,୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ୧୪୨୨ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍‌-୧୯ରୁ ପୁଣି ୭୮,୧୯୦ ଲୋକ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ରାଜ୍ୟରେ ଦୀର୍ଘ ୮ ମାସ ପରେ ହଜାରେ ତଳକୁ ଖସିଲା ସକ୍ରିୟ କୋରୋନା ମାମଲା, ୨୪ ଘଂଟାରେ ୭୧ ନୂଆ ରୋଗୀ

ଭୁବନେଶ୍ୱର- ରାଜ୍ୟରେ ଦାର୍ଘ ୮ ମାସ ପରେ ପ୍ରଥମ ଥର ପାଇଁ ହଜାରେ ତଳକୁ ଖସିଛି କୋରୋନା ସକ୍ରିୟ ମାମଲା ସଂଖ୍ୟା । ରାଜ୍ୟରେ ଏବେ ମାତ୍ର ୯୪୬ ଜଣ କୋରୋନା ରୋଗୀ ହିଁ ଚିକିତ୍ସାଧୀନ ଅଛନ୍ତି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି କୋଭିଡ ଯୋଦ୍ଧାଙ୍କୁ ଶ୍ରେୟ…

କରୋନା ଅପଡେଟ୍: ଦେଶରେ ୧୬,୩୧୧ ନୂଆ ଆକ୍ରାନ୍ତ

ନୂୂଆଦିଲ୍ଲୀ - ଦେଶରେ କରୋନାର ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୪ ଲକ୍ଷ ୬୬ ହଜାର ୫୪୫ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୩୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଉ ୧୬୧ ଜଣଙ୍କର…