ଟିକା ନେବା ସତ୍ତ୍ୱେ କରୋନାରେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ
ପାଟନା – କୋଭିଡ୍ ଟିକା ନେବା ସତ୍ତ୍ୱେ ବିହାର ନାଳନ୍ଦା ମେଡିକାଲ କଲେଜ୍ର ଜଣେ ଶେଷବର୍ଷ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ନାଳନ୍ଦା କଲେଜର ୨୩ ବର୍ଷୀୟ ଶୁଭେନ୍ଦୁ ସୁମନ ୨୨ ଦିନ ତଳେ ‘କୋଭାକ୍ସିନ’୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ । ଟିକା ନେବା ସତ୍ତ୍ୱେ ଫେବୃୟାରୀ ୨୫ରେ ସେ…