ଆସନ୍ତାକାଲି ପୋଲିସ ଓ ପ୍ରାଶାସନିକ ଅଧିକାରୀମାନେ ନେବେ କୋରୋନା ଟିକା, ଟିକା ନେବାବେଳର ଫଟୋ ଟ୍ୱିଟ୍ କରିବେ
ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟରେ ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯିବ ଟିକା । ଏ ସଂପର୍କରେ ସବୁ ଜିଲ୍ଲାପାଳ, ପୌର କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଆସନ୍ତାକାଲି ସମସ୍ତ ବରିଷ୍ଠ…