ଟିକା ନେବା ପରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ - ଟିକା ନେବା ପରେ ଗୁରୁଗାଓଁରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ୫୬ ବର୍ଷୀୟା ସ୍ୱାସ୍ଥ୍ୟକର୍ମୀ ଜାନୁୟାରୀ ୧୬ରେ କୋଭିଡ୍ ଟିକା ନେଇଥିଲେ । ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ…