ପ୍ରଥମ ଦିନରେ ୧.୯୧ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା
ନୂଆଦିଲ୍ଲୀ - ଦେଶରେ ଶନିବାର ଠାରୁ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଟିକାକରଣର ପ୍ରଥମ ଦିନରେ କେବଳ ୧ ଲକ୍ଷ ୯୧ ହଜାର ୧୮୧ ଲୋକଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା…