Browsing Tag

COVID-19 Vaccination

ଡିସେମ୍ବର ସୁଦ୍ଧା ରାଜ୍ୟରେ କୋଭିଡ ଟିକାକରଣ ସରିବା ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ଆସନ୍ତା ଡିସେମ୍ବର ସୁଦ୍ଧା ସରିବା ସମ୍ଭାବନା ରହିଛି । ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ଉପୁଜେ,ତାହା ହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହୋଇଯିବ ବୋଲି…

କୋଭିଡ୍ ଟିକା ବୁଷ୍ଟର ଡୋଜ୍ ର କୌଣସି ଆବଶ୍ୟକତା ନାହିଁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) କହିଛି ଯେ, ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ୱର କୌଣସି ସ୍ଥାନରେ କୋଭିଡ୍-୧୯ ଟୀକାକରଣର ବୁଷ୍ଟର ଡୋଜ୍ ଦେବାର ଆବଶ୍ୟକତା ନାହିଁ | ଡବ୍ଲୁଏଚ୍ଓ କହିଛି ଯେ ସର୍ବପ୍ରଥମେ ଆମେ ବିଶ୍ବର ଗରିବ ଦେଶର ଲୋକମାନଙ୍କ ସଂପୂର୍ଣ୍ଣ ଟିକାକରଣ…

କରୋନା ଟିକା ବାଧ୍ୟତାମୂଳକ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଦୁଇ ଡୋଜ୍ ଟିକା ବାଧ୍ୟତାମୂଳକ କରାଯିବାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଆମେ ଦେଖିବୁ ଜନସ୍ୱାସ୍ଥ୍ୟ ତୁଳନାରେ ଜୀବନର ଅଧିକାର କେତେ ଗୁରୁତ୍ଵ ବହନ କରୁଛି । ଏଥିସହ ଏହି…

ବିଭିନ୍ନ କ୍ଷେତ୍ରରେ ପ୍ରଥମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଓ ରାଜ୍ୟବାସୀଙ୍କୁ ନୀତି ଆୟୋଗର ପ୍ରଶଂସା

ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ନୀତି ଆୟୋଗ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ରାଜ୍ୟ ସରକାରଙ୍କ ନୀତି ଓ…

କରୋନା ସଂକ୍ରମଣରୁ ୯୭.୪ ପ୍ରତିଶତ ସୁରକ୍ଷା ଦେଇଥାଏ ଟିକା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଏବେ ବି ଜାରି ରହିଛି । ଏହି ମହାମାରୀରୁ ବଞ୍ଚିବା ପାଇଁ ଟିକା ହିଁ ଏକମାତ୍ର ସୁରକ୍ଷା କବଚ ବୋଲି ବିଭିନ୍ନ ଗବେଷଣାରେ ପ୍ରମାଣିତ ହୋଇଛି । ଅପୋଲୋ ହସ୍ପିଟାଲ ଗ୍ରୁପ୍ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଟିକା ଏହି ଘାତକ ରୋଗରୁ…