Browsing Tag

COVID-19 Vaccination

ରାଜ୍ୟରେ ଦେଢ କୋଟି ଟପିଲା କୋଭିଡ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର – କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ରାଜ୍ୟରେ ଟିକାକରଣ ଦେଢ କୋଟି ଟପିଛି । ସମ୍ମୁଖଭାଗ କୋଭିଡ ଯୋଦ୍ଧାଙ୍କ ସମେତ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ ଓ ନିଷ୍ଠାକୁ…

କୋଭିଶିଲ୍ଡ ଅଭାବ, ୫ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ୱର- ଆଜି ରାଜ୍ୟର ୫ଟି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ଝାରସୁଗୁଡା, ନୂଆପଡା, କୋରାପୁଟ, ନୟାଗଡ ଓ କେନ୍ଦ୍ରାପଡା ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । କୋଭିଶିଲ୍ଡ ଟିକା ଅଭାବ ଯୋଗୁଁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ପଡିଛି । ଆଜି ରାଜ୍ୟର ୫୨୦ଟି ସେସନରେ ଟିକାକରଣ…

ଖୁବ୍‌ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ମିଳିବ ସ୍ପୁଟନିକ୍‌-ଭି

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍‌-୧୯ ବିରୋଧୀ ଟିକାକରଣ ଜାରି ରହିଛି । ଟିକାକରଣରେ ସମ୍ପ୍ରତି କୋଭାକ୍ସିନ, କୋଭିଶିଲ୍ଡ ସହ ସ୍ପୁଟନିକ-ଭି ଟିକା ବ୍ୟବହାର କରାଯାଉଛି । ରୁଷୀୟ ଟିକା ସ୍ପୁଟନିକ-ଭି ଏବେ ଦେଶର କିଛି ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲରେ ହିଁ ଦିଆଯାଉଛି । ତେବେ ଘରୋଇ ହସ୍ପିଟାଲରେ…

ଦିନକରେ ରାଜ୍ୟରେ ରେକର୍ଡ ଟିକାକରଣ, ୪ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାରେ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବାରେ ରେକର୍ଡ କରିଛି ଓଡିଶା । ଆଜି ଦିନକରେ ୪ ଲକ୍ଷ ଟପିଛି କୋଭିଡ ଟିକାକରଣ । ୧୭୩୫ କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାଦାନ ହୋଇଛି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା…

ରାଜ୍ୟରେ ତ୍ବରାନ୍ବିତ ହେଉଛି କୋଭିଡ୍ ଟିକାକରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ଓଡ଼ିଶା ରାଜ୍ୟରୂପୀ ନିଜ ବିଶାଳ ପରିବାରର ସବୁ ସଦସ୍ୟଙ୍କୁ ମହାମାରୀ କବଳରୁ ନିରାପଦ ରଖିବା ପାଇଁ ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦେଇଆସିଛନ୍ତି। ସେଥିପାଇଁ ଟିକାକରଣ ସକାଶେ ଗ୍ଲୋବାଲ୍ ଟେଣ୍ଡର୍ ବ୍ୟବସ୍ଥା ମଧ୍ୟ ହୋଇଥିଲା। ସାନ୍ତ୍ବନାର ବିଷୟ…