କୋଭିଡ୍-୧୯ ଭ୍ୟାକ୍ସିନ ଉପରେ ଉଠିଲା ପ୍ରଶ୍ନ, ଡବଲ ଡୋଜ୍ ନେବା ସତ୍ତ୍ୱେ ୪୦ ଡାକ୍ତର ପଜିଟିଭ୍
ଲକ୍ଷ୍ନୌ - ଦେଶରେ ଏବେ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ଗତିରେ ମାଡ଼ି ଚାଲିଛି । ଟିକାକରଣ ଚାଲିଥିଲେ ବି ନୂଆ ମାମଲା କ୍ରମାଗତ ଭାବେ ବଢ଼ୁଛି । ଫଳରେ କରୋନା ଭାଇରସ ଉପରେ ଟିକାର ପ୍ରଭାବ ନେଇ ପ୍ରଶ୍ନ ଉଠିଛି । ଲକ୍ଷ୍ନୌର ପ୍ରସିଦ୍ଧ କିଙ୍ଗ ଜର୍ଜସ୍ ମେଡିକାଲ ୟୁନିଭର୍ସିଟି (କେଜିଏମ୍ୟୁ)ର ୪୦…