ରାଜ୍ୟରେ କୋଭିଡ ଟିକାକରଣ ଆହୁରି ବ୍ୟାପକ କରାଯିବ
ଭୁବନେଶ୍ୱର- ରାଜ୍ୟରେ ଟିକାକରଣକୁ ଆହୁରି ବ୍ୟାପକ କରାଯିବ । ବର୍ତ୍ତମାନ ବୟସ୍କ ଲୋକଙ୍କ ଟିକାରରଣକୁ ଅଗ୍ରାଧିକାର ଦିଆଯାଉଛି । ୯୨୭ କେନ୍ଦ୍ରରେ ଲୋକଙ୍କ ଟିକାକରଣ କରାଯାଉଛି । ଗ୍ରାମାଚଂଳରେ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ ପ୍ରଶାସନର ସହଯୋଗରେ ଘର ଘର ବୁଲି ସଚେତନା କରାଯାଉଛି ବୋଲି…