Browsing Tag

COVID-19 Vaccine

ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ଅନୁମତି

ନୂଆଦିଲ୍ଲୀ: ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ)ର ଏକ୍ସପର୍ଟ କମିଟି (ଏସ୍ଇସି) ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି ଦେଇଛି | ବୁଧବାର ଏ ବାବଦରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏକ୍ସପର୍ଟ କମିଟି ଏହି ନାସାଲ୍ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ…

ଆଜିଠାରୁ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଆଜିଠାରୁ ଦେଶରେ ୧୫-୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ ହେଉଛି | ଏଥିପାଇଁ ସବୁ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି । ଦେଶରେ ଏହି ବୟସ ବର୍ଗର ୮ କୋଟି ପିଲା ଅଛନ୍ତି । ଏଥିମଧ୍ୟରୁ ପ୍ରାୟ ସାଢେ଼ ୬ କୋଟି ହେଉଛନ୍ତି ସ୍କୁଲ…

ଆଜିଠାରୁ କିଶୋରମାନଙ୍କୁ ଟିକା, ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ଟିକାକରଣ ଶେଷ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ଆଜିଠାରୁ ୧୫ ବର୍ଷରୁ ୧୮ ବର୍ଷୀୟଙ୍କୁ ଦିଆଯିବ କୋରୋନା ଟିକା । ପୂର୍ବରୁ କିମ୍ବା ଟିକାଦାନ କେନ୍ଦ୍ରରେ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ ବ୍ୟବସ୍ଥା ହୋଇପାରିବ । ଟିକାଦାନ ପାଇଁ ୯୩୯ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୧୫ ଲକ୍ଷ କୋଭାକ୍ସିନ ଟିକା ପ୍ରସ୍ତୁତ ରହିଛି । ଜାନୁଆରୀ ଶେଷ…

ରାଜ୍ୟରେ ଜାନୁଆରୀ ୩ ତାରିଖରୁ ୧୫ ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ

ଭୁବନେଶ୍ୱର-ଆସନ୍ତାମାସ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯିବ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କଲା ପରେ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ…

ଜାନୁଆରୀ ୩ରୁ ଦେଶରେ ୧୫ ବର୍ଷରୁ ଊର୍ଦ୍ଧ୍ବ ବୟସର‌ ପିଲାଙ୍କ ଟିକାକରଣ, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ କରୋନା…

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପିଲାମାନଙ୍କୁ କରୋନା ଟିକା ଦିଆଯିବ | ଏହା ସହିତ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ମଧ୍ୟ ବୁଷ୍ଟର ଡୋଜ୍ ଦିଆଯିବ। ଓମିକ୍ରନ୍ ବିପଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୧୦ଟାରେ ଦେଶକୁ…

ଭାରତର ୬୦ ପ୍ରତିଶତ ଲୋକଙ୍କ ପୂର୍ଣ୍ଣ ଟିକାକରଣ

ନୂଆଦିଲ୍ଲୀ: ଓମିକ୍ରନ୍ ଆତଙ୍କ ମଧ୍ୟରେ ଭାରତ କରୋନା ବିରୋଧରେ ଲଢେ଼ଇରେ ଏକ ପ୍ରମୁଖ ସଫଳତା ହାସଲ କରିଛି । ଦେଶର ଜନସଂଖ୍ୟାର ୬୦ ପ୍ରତିଶତ ଲୋକଙ୍କ ପୂର୍ଣ୍ଣ ଟିକାକରଣ ହୋଇସାରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍ କରି ଗୁରୁବାର ଏହି ସୂଚନା ଦେଇଛନ୍ତି। ମାନସୁଖ…

ଆନ୍ଧ୍ର ସୀମା ଉପାନ୍ତ ଗାଁରେ ଟିକାକରଣ

ପାତ୍ରପୁର: ଯଦିଓ ଏସବୁ ଗ୍ରାମ ଓଡ଼ିଶା ସୀମା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ରହିଛି, ହେଲେ ଭୌଗୋଳିକ ଅବସ୍ଥିତି ଏତେ ଦୁର୍ଗମ ଯେ ଏହି ଉପାନ୍ତ ଗାଁମାନଙ୍କରେ ପହଞ୍ଚିବା ଏତେ ସହଜ ନୁହେଁ। ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୪୦ରୁ ୫୦ କିମି ଦୂରରେ ଅବସ୍ଥିତ ଏସବୁ ଗ୍ରାମ। ପଡ଼ୋଶୀ…