Browsing Tag

COVID-19 Vaccine

ଆସନ୍ତାକାଲି ରାଜ୍ୟରେ ଦିନ ୧୦ଟାରେ ଦୁଇ ଘଂଟା ପାଇଁ ଟିକାକରଣ ଅଭ୍ୟାସ

ଭୁବନେଶ୍ୱର-ଆସନ୍ତାକାଲି ଦିନ ୧୦ଟାରେ ଟିକାକରଣ ପାଇଁ ଅଭ୍ୟାସ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ୨ ଘଂଟା ପାଇଁ ଅଭ୍ୟାସ ହେବ । ଏଥିପାଇଁ ପ୍ରସ୍ତୁତି ସାରିବାକୁ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ…

ଟିକାକରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଥମ ପର୍ଯ୍ୟାୟରେ ସରପଞ୍ଚଙ୍କୁ ଟିକା ଦେବା ଲାଗି ଓଡିଶାର ପ୍ରସ୍ତାବ

ନୂଆଦିଲ୍ଲୀ – ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକିଥିବା ବୈଠକରେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଉପସ୍ଥାପନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସରପଞ୍ଚଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବା ନେଇ ସେ ପ୍ରସ୍ତାବ ରଖିଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପଂଜିକରଣ…

୮ରେ ଦେଶର ସବୁ ଜିଲ୍ଲାରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌

‌ନୂଆଦିଲ୍ଲୀ - ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ତା’ପୂର୍ବରୁ ଜାନୁୟାରୀ ୮ରେ ଦେଶର ସବୁ ଜିଲ୍ଲାରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶର ପ୍ରତି ଜିଲ୍ଲାରେ…

ଟୀକାକରଣ ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ: ନବୀନ

ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦ ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ…

ଟିକା ଦର ନିର୍ଦ୍ଧାରଣରେ ବିଳମ୍ବ ଯୋଗୁଁ ଭାରତରେ ଆରମ୍ଭ ହୋଇପାରୁନି ଟିକାକରଣ

ନୂଆଦିିଲ୍ଳୀ - ଆମେରିକା ଓ ଚୀନ୍ ଭଳି ଦେଶ କରୋନା ବିରୋଧରେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । କିନ୍ତୁ କରୋନାରେ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ବିଳମ୍ବ ହେବାରେ ଲାଗିଛି । ଦେଶରେ ଜରୁରୀ ବ୍ୟବହାର ପାଇଁ ଦୁଇଟି ଟିକାକୁ ଅନୁମତି ମିଳିଛି ।…

ଆରୋପ-ପ୍ରତ୍ୟାରୋପ ପରେ ମିଳିତ ବିବୃତି ଜାରି କଲେ ଭାରତ ବାୟୋଟେକ ଓ ସେରମ୍‌: ଟିକା ବିତରଣ ସୁଗମ କରିବାକୁ ସଂକଳ୍ପ ନେଲେ

ନୂଆଦିଲ୍ଲୀ - ପରସ୍ପରର ଟିକା ନେଇ ଆରୋପ-ପ୍ରତ୍ୟାରୋପ ପରେ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଜି ଏକ ମିଳିତ ବିବୃତି ଜାରି କରି ଲୋକଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପ୍ରାଥମିକତା ବୋଲି କହିଛନ୍ତି । ଭାରତ ବାୟୋଟେକ୍…

ଟିକାକରଣ ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେ କହିଛନ୍ତି ଯେ, ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ପଡିବ ନାହିଁ ବୋଲି ସେ କହିଛନ୍ତି ।୩ ଲକ୍ଷ ୨୮ ହଜାର ଡାଟାବେସ୍…

ଟିକାକୁ ନେଇ ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଆରୋପ- ପ୍ରତ୍ୟାରୋପ

ନୂଆଦିଲ୍ଲୀ – ଟିକାକରଣ ପୂର୍ବରୁ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ପରସ୍ପରର ଟିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତର ଡ୍ରଗ୍ସ ନିୟନ୍ତ୍ରକ…