Browsing Tag

COVID-19 Vaccine

କେନ୍ଦ୍ର ଟିକା ଦେଲା ପରେ ତୁରନ୍ତ ଆରମ୍ଭ ହେବ ଟିକାକରଣ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- ଦେଶରେ ୨ଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା ପରେ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । କେନ୍ଦ୍ର ସରକାରଙ୍କଠାରୁ ଟିକା ଆସିଲା ପରେ ତୁରନ୍ତ ଟିକାକରଣ କରାଯିବ । ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ ଦାବି…

ଭାରତ ବାୟୋଟେକ୍ ଟିକାକୁ ନେଇ ଉଠିଲା ପ୍ରଶ୍ନ, ଅସମ୍ପୂର୍ଣ୍ଣ ଟ୍ରାଏଲ ତଥ୍ୟ ଭିତ୍ତିରେ ଅନୁମତି ଦିଆଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ - ଭାରତରେ ଜରୁରୀ ବ୍ୟବହାର ପାଇଁ ଦୁଇ କରୋନା ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’କୁ ଚୂଡାନ୍ତ ମଞ୍ଜୁରି ମିଳିଛି । ତେବେ ଦେଶୀ ଟିକା ଭାବେ ବିବେଚିତ ‘କୋଭକ୍ସିନ’କୁ ମଞ୍ଜୁରି ପ୍ରଦାନ କରାଯିବା ନେଇ ପ୍ରଶ୍ନ ଉଠିଛି । ଆଇସିଏମ୍‌ଆର ସହଭାଗିତାରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’…

କରୋନା ଟିକାକୁ ସବୁଜ ସଙ୍କେତ ପରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ - ଭାରତରେ କରୋନା ଟିକା ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏବଂ ଭାରତ ବାୟୋଟେକ୍ ଟିକାକୁ ଜରୁରୀ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଡିସିଜିଆଇ ଚୂଡାନ୍ତ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ଦେଶରେ ଟିକାକରଣ ପାଇଁ ପଥ…

ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ କୋରୋନା ଟିକାର ବ୍ୟବହାର ପାଇଁ ଚୂଡାନ୍ତ ଅନୁମତି

ନୂଆଦିଲ୍ଲୀ –ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ କୋରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଚୂଡାନ୍ତ ଅନୁମତି ମିଳିଛି । ଭାରତର ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ-ଡିସିଜିଆଇ ଏହି ଦୁଇ ଟିକାର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ…

ବିଶ୍ୱର ପ୍ରଥମ ଦେଶ ଭାବେ ନୂଆ କରୋନା ଷ୍ଟ୍ରେନକୁ ଆଇସୋଲେଟ୍ କଲା ଭାରତ

ନୂଆଦିଲ୍ଲୀ - ବ୍ରିଟେନରେ ଠାବ ହୋଇଥିବା କରୋନାଭାଇରସର ନୂଆ ଷ୍ଟ୍ରେନ୍ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇଛି। ପୂର୍ବ କରୋନାଭାଇରସ୍ ଅପେକ୍ଷା ଏହି ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରାମକ । ଏହା ଉପରେ ଟୀକାର ପ୍ରଭାବ ନେଇ ମଧ୍ୟ ସନ୍ଦେହ ରହିଛି। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଏହି ଷ୍ଟ୍ରେନକୁ…

ଫାଇଜର ଟିକା ନେଇ ପୁଣି ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗ, ଫିନଲ୍ୟାଣ୍ଡରେ ପାଞ୍ଚ ଅସୁସ୍ଥ

ହେଲସିଙ୍କି - ଆମେରିକୀୟ କମ୍ପାନୀ ଫାଇଜର ଦ୍ଵାରା ବିକଶିତ କରୋନା ଟିକା ନେବା ପରେ ପାଞ୍ଚ ଜଣଙ୍କ ଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଫିନଲ୍ୟାଣ୍ଡର ମେଡିସିନ୍ ଏଜେନ୍ସି ଏଭଳି ଅଭିଯୋଗ ପାଇଛି । ଦୁଇ ଦିନ ପୂର୍ବେ ସାରା ବିଶ୍ୱରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକାକୁ…

ଆଜି କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ମିଳିପାରେ ଚୂଡାନ୍ତ ଅନୁମୋଦନ

ନୂଆଦିଲ୍ଲୀ - ଅକ୍ସଫୋର୍ଡର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକାର ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ମଞ୍ଜୁରି ଦେବାକୁ ସୁପାରିସ୍ କରିଛି । ଆଜି ଏହି ଦୁଇ ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ଙ୍କ ଠାରୁ ଚୂଡ଼ାନ୍ତ ଅନୁମୋଦନ ମିଳିବା…