Browsing Tag

COVID-19 Vaccine

ଆଜିଠୁ ଚାରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମର ଟ୍ରାଏଲ

ନୂଆଦିଲ୍ଳୀ – କରୋନା ବିରୋଧରେ ଜାନୁୟାରୀରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ସମ୍ଭାବନା ରହିଛି । ତେବେ ତା’ପୂର୍ବରୁ ସୋମବାର ଠାରୁ ଚାରିଟି ରାଜ୍ୟରେ ଟିକାକରଣର ଟ୍ରାଏଲ ଆରମ୍ଭ ହୋଇଛି । ଏହି ଚାରି ରାଜ୍ୟ ହେଲା ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମ । ଟିକାକରଣ ପରେ…

ଟିକାକରଣ ପୂର୍ବରୁ ପଞ୍ଜାବରେ ହେବ ଭାକ୍ସିନେସନ ଡ୍ରାଇଭର ଟ୍ରାଏଲ

ନୂଆଦିଲ୍ଲୀ – ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପଞ୍ଜାବରେ ଏହି ଅଭିଯାନର ଟ୍ରାଏଲ୍ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତି ତ୍ୱାରାନ୍ୱିତ ହୋଇଛି । ପଞ୍ଜାବର ଦୁଇଟି ସହରରେ ଏହି ଟ୍ରାଏଲ୍ କରାଯିବ । ପଞ୍ଜାବର ଲୁଧିଆନା ଓ ଶହୀଦ ଭଗତ ସିଂହ ନଗରର…

ମଡର୍ନାର ଦାବି: କରୋନାର ନୂଆ ଷ୍ଟ୍ରେନ୍ ଉପରେ ବି ପ୍ରଭାବୀ ଏହାର ଟିକା

ଓ୍ୱାଶିଂଟନ - କରୋନା ଭାଇରସର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ଆମେରିକାର ଔଷଧ କମ୍ପାନୀ ମଡର୍ନା କରୋନାର ନୂଆ ଷ୍ଟ୍ରେନ୍ ବିଷୟରେ ଏକ ବଡ଼ ଦାବି କରିଛି | ମଡର୍ନା କହିଛି ଯେ ଏହାର ଟିକା କରୋନାର ନୂଆ ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବୀ । ଟିକା…

ଟିଭି କ୍ୟାମେରା ଆଗରେ ବିଡେନ ନେଲେ ଫାଇଜର ଟିକା

ନ୍ୟୁୟର୍କ - ଆମେରିକାରେ ବଢୁଥିବା କରୋନା ମାମଲା ଓ ଟୀକାକରଣକୁ ନେଇ ଆଶା ଆଶଙ୍କା ମଧ୍ୟରେ ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବିଡେନ ଫାଇଜର ଟିକାର ପ୍ରଥମ ଡୋଜ ନେଇଛନ୍ତି । ଟିକା ନେବା ପରେ ସେ ଲୋକଙ୍କୁ କହିଛନ୍ତି ଯେ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, ଏଥିପାଇଁ ବିଚଳିତ ହେବାର କୌଣସି କାରଣ…

କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଂଟ, ନିର୍ବାଚନ ମଡେଲରେ ହେବ ଟିକାକରଣ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଟିକାକରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ମଡେଲ ଭଳି ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ । ୨୯ ହଜାର ୨୭୬…

ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଘୋଷଣା: କେରଳରେ ମାଗଣାରେ ଦିଆଯିବ କରୋନା ଟିକା

ଥିରୁଭନନ୍ତପୁରମ - କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କରୋନା ଟିକା ରାଜ୍ୟର ଲୋକଙ୍କୁ ମାଗଣାରେ ଦିଆଯିବ। ଜରୁରୀକାଳୀନ ବ୍ୟବହାର ପାଇଁ ଅନେକ ଟୀକା ଉତ୍ପାଦନକାରୀ କମ୍ପାନୀ ଭାରତୀୟ ନିୟାମକ ଠାରୁ ଅନୁମତି ମାଗିଛନ୍ତି । ତେବେ ଏପର୍ଯ୍ୟନ୍ତ ସରକାର…

ସେରମ୍ ଇନଷ୍ଟିଚ୍ୟୁଟ୍‌, ଭାରତ ବାୟୋଟେକ ଟିକାକୁ ଏବେ ମିଳିବନି ମଞ୍ଜୁରି, ଅଧିକ ଡାଟା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ –ଜରୁରୀ ବ୍ୟବହାର ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର କୋଭିଡ୍‌-୧୯ ଟିକାକୁ ଏବେ ମଞ୍ଜୁରି ଦେବାକୁ ମନା କରିଛି କେନ୍ଦ୍ର ସରକାରଙ୍କ ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) । ଏହି ଦୁଇ କମ୍ପାନୀଙ୍କୁ ସେମାନଙ୍କ ଟିକାର ଟ୍ରାଏଲ୍ ସମ୍ବନ୍ଧୀୟ ଅଧିକ ଡାଟା ଦାଖଲ କରିବାକୁ…