ଟିକାକରଣ ପାଇଁ ତତ୍ପରତା: ୨୯ ହଜାର ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରସ୍ତୁତ
ନୂଆଦିଲ୍ଲୀ – କୋଭିଡ୍-୧୯ ପାଇଁ ଦେଶରେ ଖୁବ୍ ଶୀଘ୍ର ଟିକାକରଣ ଅଭିଯାନ ଆରମ୍ଭ ବୋଲି କେନ୍ଦ୍ର ସରକାର ସଙ୍କେତ ଦେଇଛନ୍ତି । ଏଥିପାଇଁ ତିନୋଟି ପୃଥକ୍ କମ୍ପାନୀ ଦ୍ୱାରା ବିକଶିତ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ ବିଚାରାଧୀନ ରହିଛି । ଟିକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ…