Browsing Tag

COVID-19 Vaccine

ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା, ଶତପ୍ରତିଶତ ଲକ୍ଷ୍ୟ ହାସଲରେ ରାଜ୍ୟରେ ପ୍ରଥମ ହେଲା ସମ୍ବଲପୁର

ସମ୍ବଲପୁର : ସଫଳ ପ୍ରଶାସନିକ କାର୍ଯ୍ୟଶୈଳୀର ପରିଣାମ । କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା ହାସଲ କରିଛି ସମ୍ବଲପୁର । ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଶତପ୍ରତିଶତ ଟାର୍ଗେଟ୍ ପୂରଣ କରି ସମ୍ବଲପୁର ସାରା ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ଉଭା ହୋଇଛି । ଆଉ ଏହି ସଫଳତା ପାଇଁ ଅତିରିକ୍ତ…

ସବୁ କୋଭିଡ ଟିକା ଓମିକ୍ରନରୁ ସୁରକ୍ଷା ଦେବ, ଟିକା ନେଲେ ମୃତ୍ୟୁ ଆଶଙ୍କା କମ୍ ରହିବ : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- କୋଭିଡ ଟିକା କୋରୋନାର ନୂଆ ଭାରିଆଂଟ ଓମିକ୍ରନରୁ ମଧ୍ୟ ସୁରକ୍ଷା ଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ କୁହାଯାଇଛି । ସମସ୍ତେ ଯଥା ଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକସନ ଦେବ ଟିକା । ଟିକା…

ରାଜ୍ୟରେ ସାଢେ ୪ କୋଟି ଡୋଜ୍ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ କୋଭିଡ ଟିକାକରଣରେ ସାଢେ ୪ କୋଟି ଡୋଜ୍ ଦିଆସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତାରେ ଖୁସି ପ୍ରକାଶ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ କଠୋର ପରିଶ୍ରମ, ନିଷ୍ଠା…

କୋଭିଡ୍ ଟିକାକରଣର ଅଗ୍ରଦୂତ: ବୁଝାସୁଝା କରି ଆଦିବାସୀ, ବସ୍ତିବାସିନ୍ଦାଙ୍କ କରୁଛନ୍ତି ଟିକାକରଣ

ପାରଳାଖେମୁଣ୍ଡି: ଦେଶରେ ଓମିକ୍ରୋନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ କରୋନା ତୃତୀୟ ଲହର ଆଶଙ୍କା କ୍ରମେ ଅଧିକ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ସବୁସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର ତଥା ରାଜ୍ୟର…

ଓମିକ୍ରନ ବିରୋଧରେ ଭାରତୀୟ ଟିକା ପ୍ରଭାବୀ ହେବା ନେଇ ଆଶ୍ୱାସନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର - ନୂଆ କୋରୋନା ଭାରିଆଂଟ୍ ଓମିକ୍ରନ ବିରୋଧରେ ମଧ୍ୟ ଭାରତୀୟ ଟିକା ପ୍ରଭାବଶାଳୀ ହେଉଛି । ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି ଯେ, ଓମିକ୍ରନ ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ…

ଦେଢ କୋଟିରୁ ଅଧିକ ଲୋକ ନେଲେଣି ଦୁଇ ଡୋଜ କୋଭିଡ ଟିକା, ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ଥାପନ ହୋଇଛି । ରାଜ୍ୟରେ ଦେଢ କୋଟିରୁ ଅଧିକ ଯୋଗ୍ୟ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଅର୍ଥାତ ସେମାନେ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି । ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।…