Browsing Tag

COVID-19 Vaccine

ରାଜ୍ୟରେ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡର ଦୁଇ ଡୋଜ୍ ଟିକା, ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ…

ଭୁବନେଶ୍ୱର- ରାଜ୍ୟରେ ଏ ଯାଏଁ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡର ଦୁଇ ଡୋଜ୍ ଟିକା ଦିଆସରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ମୂଲ୍ୟବାନ ଜୀବନ ବଞ୍ଚାଇବା ଦିଗରେ ସୂଚାରେ ରୂପେ…

ରାଜ୍ୟରେ ୨ କୋଟି ଟପିଲା କୋଭିଡ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିିଛି ଓଡିଶା । ରାଜ୍ୟରେ ଦୁଇ କୋଟି ଟପିଛି କୋଭିଡ ଟିକାକରଣ । । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାର ୮୧୪ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪୬ ଲକ୍ଷ…

କରୋନା ଟିକା ବାଧ୍ୟତାମୂଳକ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଦୁଇ ଡୋଜ୍ ଟିକା ବାଧ୍ୟତାମୂଳକ କରାଯିବାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଆମେ ଦେଖିବୁ ଜନସ୍ୱାସ୍ଥ୍ୟ ତୁଳନାରେ ଜୀବନର ଅଧିକାର କେତେ ଗୁରୁତ୍ଵ ବହନ କରୁଛି । ଏଥିସହ ଏହି…

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଥିବା ନେଇ ବିଏମସିର ସୂଚନା

ଭୁବନେଶ୍ୱର- ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ବିଏମସି ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ଜୁଲାଇ ଶେଷ ସୁୁଦ୍ଧା ଟାର୍ଗେଟ ପୂରଣ ହୋଇଛି । ୨ଟି ଡୋଜ୍ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ୍ ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ଆସନ୍ତା ମାସରୁ ଆରମ୍ଭ ହୋଇପାରେ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେବାର ଭୟ ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି | ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ଆସନ୍ତା ମାସରୁ ପିଲାମାନଙ୍କ ପାଇଁ କରୋନା ଟିକା ଉପଲବ୍ଧ ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଙ୍ଗଳବାର…

କେନ୍ଦ୍ରରୁ ଆସିନି ଟିକା, ରାଜ୍ୟରେ ପୁଣି ଥରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ୱର- ପୁଣି କୋଭିଡ ଟିକାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ଟିକା ଆସୁ ନ ଥିବାରୁ ରାଜ୍ୟରେ ପୁଣି ବାଧାପ୍ରାପ୍ତ ହୋଇଛି କୋଭିଡ ଟିକାକରଣ । ଆଜି ମାତ୍ର ୪ଟି ଜିଲ୍ଲାର ଅଳ୍ପ କେଇ କେନ୍ଦ୍ରରେ ଟିକାକରଣ ହେଉଛି । ଗଞ୍ଜାମ ଜିଲ୍ଲାର ୪, ନବରଙ୍ଗପୁରରେ ୪, ପୁରୀରେ ୪ ଓ ସୁନ୍ଦରଗଡ ଜିଲ୍ଲାରେ…