କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରି
ନୂଆଦିଲ୍ଲୀ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ୍ ଭରତ ବାୟୋଟେକ୍ ର କୋଭିଡ୍-୧୯ ଟୀକା କୋଭାକ୍ସିନ୍ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛନ୍ତି | ଖୁବ୍ ଶୀଘ୍ର ଏହି ଟିକାକୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରି ମିଳିବ ବୋଲି ସେ କହିଛନ୍ତି ।…