ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ, କହିଥିଲେ ୨୧୬ କୋଟି ଡୋଜ୍ ଦିଆଯିବ, ଏବେ କହୁଛନ୍ତି ୧୩୫ କୋଟି ଡୋଜ୍…
ନୂଆଦିଲ୍ଲୀ: ଦେଶରେ ଟିକାକରଣ ନେଇ ୟୁ-ଟର୍ଣ୍ଣ କରିଛନ୍ତି କେନ୍ଦ୍ର ସରକାର । ମେ’ରେ ସରକାର କହିଥିଲେ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ୨୧୬ କୋଟି ଟିକା ଡୋଜ୍ ଉପଲବ୍ଧ ହେବ । ହେଲେ ଶନିବାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ସରକାର ବର୍ଷ ଶେଷ ସୁଦ୍ଧା କେବଳ ୧୩୫ କୋଟି ଡୋଜ୍ ମିଳିବ ବୋଲି…