Browsing Tag

COVID-19 Vaccine

ଜୁନ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ଜୁନ୍ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କରାଯିବ । ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, କୋରୋନାର ତୃତୀୟ ପ୍ରବାହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି ।…

କୋଭିଡ ଟିକା କେତେ ଦୂର ଫଳପ୍ରଦ, ତାହାର ତର୍ଜମା ହେବ

ଭୁବନେଶ୍ୱର- କୋଭିଡ ଟିକା କେତେ ଫଳପ୍ରଦ ହେଉଛି, ତାହାର ତର୍ଜମା କରାଯିବ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି , ସେ ନେଇ ସବୁ ସ୍ଥାନରେ ତର୍ଜମା ଆରମ୍ଭ…

କୋରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଜୁନ୍ ୪କୁ ଘୁଂଚିଲା

ଭୁବନେଶ୍ୱର- କୋରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଂଚିଛି । ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା ଜୁନ୍ ୪ ତାରିଖକୁ ଘୁଂଚାଇ ଦିଆଯାଇଛି । ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ ।…

ଟିକା ଆମଦାନୀ ପାଇଁ ଆଜି ଖୋଲିବ ରାଜ୍ୟର ଗ୍ଲୋବାଲ ଟେଣ୍ଡର, ଅପରାହ୍ନରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ

ଭୁବନେଶ୍ୱର- କୋଭିଡ ଟିକା ଆମଦାନୀ ପାଇଁ ଆଜି ଖୋଲିବ ଓଡିଶା ସରକାରଙ୍କ ଗ୍ଲୋବାଲ ଟେଣ୍ଡର୍ । ଟିକା ପାଇଁ ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲା । ଆବେଦନର ଡେଡଲାଇନ୍ ଆଜି ଦିନ ୧୦ଟାରେ ସରିଛି । ଆଜି ଅପରାହ୍ନ ୫ଟାରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ । ଅଧିକ…

ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କଲା ମଡେର୍ଣ୍ଣା

ନ୍ୟୁୟର୍କ - ଆମେରିକୀୟ ଔଷଧ କମ୍ପାନୀ ମଡେର୍ଣ୍ଣା ଏବେ ୬ ରୁ ୧୨ ବର୍ଷ ପିଲାଙ୍କ ଉପରେ ନିଜ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କରିଛି । ଏଥିରେ ଆମେରିକା ଓ କାନାଡାର ୬ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସାମିଲ କରାଯିବ । ଏହା ପୂର୍ବରୁ ମଡେର୍ଣ୍ଣା ୧୨-୧୭ ବର୍ଷର ପିଲାଙ୍କ ଉପରେ ନିଜ ଟିକାର…

ରାଜ୍ୟରେ ପୁଣି ବଢିଲା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାଦାନ ଅବଧି

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ନିରୋଧୀ ଟିକାଦାନ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହିମାସ ୨୫ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ସବୁ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି…

ବାଂଲାଦେଶ, ଫିଲିପାଇନ୍ସରେ ‘କୋଭାକ୍ସିନ’ର ଟ୍ରାଏଲ ପାଇଁ ଆବେଦନ କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ - ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇବା ପରେ ଭାରତ ବାୟୋଟେକ ଏହାର କୋଭିଡ୍ ଟିକା ‘କୋଭାକ୍ସିନ’ର ପଡ଼ୋଶୀ ବାଂଲାଦେଶ ଓ ଫିଲିପାଇନ୍ସରେ ଟ୍ରାଏଲ ପାଇଁ ଆବେଦନ କରିଛି । ଭାରତ ବାୟୋଟେକ୍‌କୁ ଯଦି ବାଂଲାଦେଶ ଅନୁମତି ମିଳେ, ତେବେ ସେହି ଦେଶରେ ପ୍ରଥମ ଥର ଏକ କୋଭିଡ୍ ଟିକାର…