Browsing Tag

COVID-19 Vaccine

ନିର୍ବାଚନ କମିଶନଙ୍କ ଅନୁମତି: ଟିକାକରଣ ପାଇଁ ଭୋଟରଙ୍କ ତଥ୍ୟ ବ୍ୟବହାର କରିପାରିବେ ସରକାର

ନୂଆଦିଲ୍ଲୀ – ଦେଶରେ ଶନିବାର ଠାରୁ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହେବ । ବିଶ୍ୱର ଏହି ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ଭାରତର ନିର୍ବାଚନ କମିଶନ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ଟିକାକରଣ ପାଇଁ ବୁଥ୍ ସ୍ତରରେ ହିତାଧିକାରୀଙ୍କୁ ଯେଭଳି ସହଜରେ ଚିହ୍ନଟ…

କୋଭିଡ ଟିକାକରଣ ପାଇଁ ଭୁବନେଶ୍ୱରର ୬ଟି କେନ୍ଦ୍ର, ଏମ୍ସ ବି ସାମିଲ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ କୋଭିଡ ଟିକାକରଣ ନେଇ ସୂଚନା ଦେଇଛନ୍ତି ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜଧାନୀରେ ୬ଟି ଟିକାକରଣ କେନ୍ଦ୍ର ହୋଇଛି । ଏମସକୁ ମଧ୍ୟ ଟିକାକରଣ କେନ୍ଦ୍ର ଭାବେ ସାମିଲ କରାଯାଇଛି । ପ୍ରତି କେନ୍ଦ୍ରରେ ଦିନକୁ ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା…

କାଲିଠାରୁ ସାରାଦେଶରେ କୋଭିଡ ଟିକାକରଣ, ଓଡିଶାରେ ବି ପ୍ରସ୍ତୁତି

ଭୁବନେଶ୍ୱର- ଆସନ୍ତାକାଲି ଭାରତରେ ବିଶ୍ୱରେ ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । କାଲିଠୁ ସାରାଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ଟିକାକରଣ ପାଇଁ ଓଡିଶାରେ ବି ପ୍ରସ୍ତୁତି ହୋଇଛି । ଓଡିଶାରେ ମୋଟ…

କୋଭିଡ୍ ଟିକା ନେବା ପାଇଁ ଭାରତକୁ ବିମାନ ପଠାଇଲା ବ୍ରାଜିଲ

ରିଓ ଡି’ଜେନିରୋ – ବ୍ରାଜିଲ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀର ସାମ୍ନା କରୁଛି । ଏହାରି ଭିତରେ ଟିକା ଆଣିବା ପାଇଁ ଭାରତକୁ ଏକ ବିମାନ ପଠାଇଛି ବ୍ରାଜିଲ । ବ୍ରାଜିଲକୁ ଟିକା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଜେୟର ବୋଲସୋନାରୋ କିଛି ଦିନ ତଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆସନ୍ତାକାଲିଠୁ ଦେଶରେ କୋଭିଭ୍ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ – ଦେଶରେ ଶନିବାର ଠାରୁ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଆବଶ୍ୟକତା ଅନୁଯାୟୀ ଟିକା ପଠାଯାଇଛି । ଏହା ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ହେବ । ଏହି ଟିକାକରଣ…

ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ ଦେବେ ସେରମ୍ ଓ ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ - ଆଉ ଦୁଇ ଦିନ ପରେ ଭାରତରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ସେରମ୍ ଇନଷ୍ଟିଚ୍ୟୁଟ୍‌ର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ଯଦି ଟିକା ନେବା ପରେ ଲୋକଙ୍କ ଠାରେ…

ଅନୁମତି ପାଇବା ପାଇଁ ଫାଇଜରକୁ ନିଜ ଟିକାର ଭାରତରେ ଟ୍ରାଏଲ କରିବାକୁ ପଡିବ

ନୂଆଦିଲ୍ଲୀ – ଭାରତରେ ଜରୁରୀ ବ୍ୟବହାର ପାଇଁ ଏଯାବତ୍ ଦୁଇଟି କରୋନା ଟିକାକୁ ଅନୁମତି ମିଳିଛି । ଅକ୍ସଫୋର୍ଡର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ହିଁ ଭାରତ ଔଷଧ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଆମେରିକୀୟ କମ୍ପାନୀ ଫାଇଜର ମଧ୍ୟ…

ଜାନୁଆରୀ ୧୬ରୁ ରାଜ୍ୟରେ ସକାଳ ୯ରୁ ଅପରାହ୍ନ ୫ଟା ଯାଏଁ ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ପ୍ରସ୍ତୁତି ନେଇ ରାଜ୍ୟ ସରକାର ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଜାନୁଆରୀ ୧୬ରେ ରାଜ୍ୟର ୧୬୦ଟି କେନ୍ଦ୍ରରେ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ, ଭୁବନେଶ୍ୱରରେ ୯ ହଜାରଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର- ଆସନ୍ତା ୧୬ରେ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ବି ସେହିଦିନ ଆରମ୍ଭ ହେବ ଟିକାକରଣ । ରାଜ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚିସାରିଛି । କୋଭିସିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍ ଆସିଥିବା ବେଳେ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କାହାକୁ କେଉଁ…