କରୋନା ଟିକାକରଣ ପାଇଁ ସ୍ଥଗିତ ହେଲା ପୋଲିଓ ବିରୋଧୀ ଅଭିଯାନ
ନୂଆଦିଲ୍ଲୀ - ଜାନୁଆରୀ ୧୬ ରୁ ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଏହାର ପ୍ରଭାବ ବର୍ତ୍ତମାନ ଦେଶରେ ଚାଲିଥିବା ଅନ୍ୟ ଟିକାକରଣ କାର୍ଯ୍ୟକ୍ରମ ଉପରେ ପଡ଼ିଛି । ୧୭ ଜାନୁଆରୀରେ ହେବାକୁ ଥିବା ପୋଲିଓ ଟୀକାକରଣ ଏବେ ସ୍ଥଗିତ ରଖାଯାଇଛି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ…