ଦେଶରେ ଆଉ ୫୦, ୪୦୭ ନୂଆ ମାମଲା, ୮୦୪ ମୃତ
ନୂଆଦିଲ୍ଲୀ:ଦେଶରେ କରୋନା ମାମଲା ଏବେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୫୦, ୪୦୭ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୮୦୪ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୫୮,୦୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ପଜିଟିଭିଟି ହାର ବର୍ତ୍ତମାନ ୩.୪୮ କୁ ବୃଦ୍ଧି ପାଇଛି ।…