ଦ୍ୱିତୀୟ ପ୍ରବାହରେ ଡେଲଟା ଭାଇରସ ମାସେ ଯାଏଁ ସକ୍ରିୟ ରହୁଛି : ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ୱର- କୋଭିଡ ସଂକ୍ରମଣ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମଣିଷ ଦେହରେ ମାସେ ଯାଏଁ ସକ୍ରିୟ ରହୁଛି ଭାଇରସ । କୋରୋନାର ପ୍ରଥମ ପ୍ରବାହରେ ଭାଇରସ ୧୫ ଦିନ ରହୁଥିଲା । ଦ୍ୱିତୀୟ ପ୍ରବାହରେ ଡେଲଟା ଭାଇରସ ମାସେ ଯାଏଁ…