Browsing Tag

Ganjam

ଆଜିଠାରୁ ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର - ଆଜିଠାରୁ ବ୍ରହ୍ମପୁର ମହାନଗର ଅଂଚଳରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଂ ୧୧୨ଟି ଟିମ ଗଠନ ହୋଇଛି । ଏଏନଏମ, ଅଙ୍ଗନବାଡି କର୍ମୀ ଓ ଆଶା ଦିଦିଙ୍କୁ ନେଇ ଗଠିତ ହୋଇଛି ୧୧୨ଟି ଟିମ୍ । ଥର୍ମାଲ ସ୍କ୍ରିନିଂ, ଅକ୍ସିଜେନ ଯାଂଚ ସହ କୋରୋନା…

ନିରାଡମ୍ବର ପଟୁଆରରେ ବାପ ଘର ଆସିଲେ ବୁଢ଼ୀ ଠାକୁରାଣୀ

ବ୍ରହ୍ମପୁରର ଆରାଧ୍ୟା ଦେବୀ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଶୁକ୍ରବାର ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହୋଇଛି। କୋଭିଡ୍ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ପ୍ରଶାସନର କଟକଣା ମୁତାବକ ଦେବୀ ନିରାଡମ୍ବର ପଟୁଆରରେ ନିଜ ସ୍ଥାୟୀ ମନ୍ଦିର ଛାଡ଼ି ବାପଘର ଦେଶୀବେହେରା ସାହିର ଅସ୍ଥାୟୀ ପୀଠକୁ ଆଗମନ…

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଚ : ଶିବଶକ୍ତି ଆରାଧନାର ଅପୂର୍ବ ସମନ୍ୱୟ

ସୁଶାନ୍ତ କୁମାର ମହାରଣା  ଓଡ଼ିଶାରେ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଚ ଅନ୍ୟତମ । ଦଣ୍ଡନାଚ ଓଡ଼ିଶାର ଗଂଜାମ ଜିଲ୍ଲାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଦଣ୍ଡନାଚ ଧର୍ମୀୟ ଭାବନା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ଜିଲ୍ଲାର ବହୁ ବରିଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ…

ଗଞ୍ଜାମ: କୋଭିଡ୍ କଟକଣା ମଧ୍ୟରେ ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ବ୍ରହ୍ମପୁର: ସେ ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ। ହେଲେ ତାଙ୍କ ଦର୍ଶନ ପାଇଁ ଆମ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ। ମା' ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ବେଶ୍ ପ୍ରସିଦ୍ଧ। ଭକ୍ତଙ୍କ ବିଶ୍ବାସ ମଙ୍ଗଳବାରରେ ଏଠି ଛୁଆଙ୍କ ମୁଣ୍ଡନ କଲେ ଦେବୀଙ୍କ…

ବ୍ରହ୍ମପୁର ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଖୋଲିବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ ସର୍ଜକାଲ ଓ ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ପାଇଁ ୧୯ଟି…