Browsing Tag

Ganjam

କଟକ ଓ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ୍‌

କଟକ- କଟକରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଛି ପ୍ରଶାସନ । କୋରୋନା ସଂକ୍ରମଣ ବଢିବା ଆଶଙ୍କାରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି କଟକ ମହାନଗର ନିଗମ । ହୋଟେଲ, ମଣ୍ଡପ, କ୍ଲବରେ ଡିସେମ୍ବର ୩୧ ତାରିଖରେ ଭିଡ ଜମାଇବାକୁ ମନା କରିଛି ସିଏମସି । ଲୋକେ ଘରେ ରହି ନୂଆ ବର୍ଷ…

ରୋଗୀ ସଂଖ୍ୟା କମୁଥିବାରୁ ରାଜ୍ୟରେ ବନ୍ଦ ହେବ ଦୁଇଟି କୋଭିଡ ହସପିଟାଲ

ଭୁବନେଶ୍ୱର- କୋଭିଡ ରୋଗୀଙ୍କ ସଂଖ୍ୟା କମ୍ ହେଉଥିବାରୁ ୨ଟି ଜିଲ୍ଲାରେ ଚାଲିଥିବା କୋଭିଡ ହସପିଟାଲ । ୨୦ ତାରିଖରୁ ବ୍ରହ୍ମପୁର ଉପକଂଠ ସ୍ଥିତ ଟାଟା କୋଭିଡ ହସପିଟାଲ ବନ୍ଦ ହେବ । ୩୧ ତାରିଖରୁ କଟକର ଅଶ୍ୱିନୀ କୋଭିଡ ହସପିଟାଲ ବି ବନ୍ଦ ହେବ । ରୋଗୀ ଆଡମିଶନ ବନ୍ଦ କରିବା ପାଇଁ ଟାଟା କୋଭିଡ…

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ ନିକଟରୁ ୧୮ କିଲୋଗ୍ରାମ ଗଞ୍ଜେଇ ଜବତ

ଭୁବନେଶ୍ୱର- ବ୍ରହ୍ମପୁରରେ ଅବକାରୀ ବିଭାଗ ୧୮ କିଲୋଗ୍ରାମ ଗଞ୍ଜେଇ ଜବତ କରିିଛି । ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଲାଞ୍ଜିପଲ୍ଲୀ ବାଇପାସ ନିକଟରୁ ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।