Browsing Tag

ICC Men’s T20 World Cup 2021

ଅଷ୍ଟ୍ରେଲିଆ ପ୍ରଥମ ଥର ୨୦ ବିଶ୍ୱ ଚାମ୍ପିୟନ, ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ‌ ହରାଇଲା

ଦୁବାଇ: ଶେଷରେ ଅଷ୍ଟ୍ରେଲିଆର ଅବଶୋଷ ପୂରଣ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମ ଥର ଟି୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି । ରବିବାର ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଅଷ୍ଟ୍ରେଲିଆ ସହଜରେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଟି୨୦ ଫର୍ମାଟରେ ନୂଆ…

ଟି-୨୦ ବିଶ୍ୱକପ୍: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, ବିରାଟ ବାହିନୀ ପାଇଁ କର ବା ମର ସ୍ଥିତି

ଦୁବାଇ: ଆଇସିସି ଟି୨୦ ବିଶ୍ୱକପରେ ରବିବାର ଭାରତ ନିଜ ଦ୍ୱିତୀୟ ସୁପର-୧୨ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ । ଉଭୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିବା ବେଳେ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ସେମିଫାଇନାଲ୍ ଦୌଡ଼ରେ ରହିବା ପାଇଁ ଏହି ମ୍ୟାଚରେ ଉଭୟ ଦଳକୁ…

ଆଜିଠୁ ଟି୨୦ ବିଶ୍ୱକପ୍, ୨୪ରେ ପାକିସ୍ତାନ ବିପକ୍ଷରେ ଭାରତର ଅଭିଯାନ

ମସ୍କାଟ୍‌: ଆଇପିଏଲ୍ ପରେ ଏବେ ସମସ୍ତଙ୍କ ନଜର ଟି୨୦ ବିଶ୍ୱକପ୍ ଉପରେ । ଏହି ମେଗା ଇଭେଣ୍ଟ୍ ରବିବାର ଠାରୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ସହ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ପପୁଆ ନ୍ୟୁ ଗିନିର ମୁକାବିଲା ଓମାନ ସହ ହେବ । ଆସନ୍ତାକାଲି ଆଉ ଏକ ମ୍ୟାଚରେ ବାଂଲାଦେଶ-ସ୍କଟଲାଣ୍ଡ ମୁହାଁମୁହିଁ…