ଭାରତରେ ୧୨ ରୁ ୧୭ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍ ପାଇଁ ଅନୁମତି ଲୋଡ଼ିଲା ଜନସନ୍ ଆଣ୍ଡ୍ ଜନସନ୍
ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ଭାରତରେ ୧୨ରୁ ୧୭ ବର୍ଷ ବୟସର ପିଲାଙ୍କ ଉପରେ ନିଜ କୋଭିଡ୍ ଟିକାର ଟ୍ରାଏଲ୍ ପାଇଁ ଆବେଦନ କରିଛି ।
ପୂର୍ବରୁ ଜନସନ୍ ଆଣ୍ଡ ଜନସନ୍ର ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ହାଇଦ୍ରାବାଦ୍…