ମଡେର୍ଣ୍ଣା ଟିକାର ଆମଦାନୀ ପାଇଁ ଅନୁମତି ଦେଲେ ଭାରତୀୟ ଔଷଧ ନିୟନ୍ତ୍ରକ
ନୂଆଦିଲ୍ଲୀ: ଭାରତକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିବ। ଆଜି ଭାରତୀୟ ଔଷଧ ନିୟନ୍ତ୍ରକ ଡିସିଜିଆଇ ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ମଡେର୍ଣ୍ଣାର କୋଭିଡ-୧୯ ଟିକା ଆମଦାନୀ କରିବାକୁ ସିପଲାକୁ ଅନୁମତି ଦେଇଛନ୍ତି।
ଏହି ଟିକା ଆମଦାନୀ କରିବାକୁ ଅନୁମତି ଲୋଡି ସିପଲା ସୋମବାର…