Browsing Tag

Narendra Modi

ପାର୍ଲାମେଂଟରେ ଓଡିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର- ସଂସଦର ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଜେଡି ଯୋଗ ଦେଇ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି କରାଯାଉଥିବା ଅବହେଳା ପ୍ରସଙ୍ଗ ଉଠାଇବ । ଏ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା…

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ମୁଖ୍ୟମନ୍ତ୍ରୀ ନେବେ ଟିକା

ନୂଆଦିଲ୍ଲୀ – ଦେଶରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ଟିକା ନେବେ । ଟିକା ପ୍ରତି ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ସବୁ ମୁଖ୍ୟମନ୍ତ୍ରୀ ଟିକା ନେବେ ବୋଲି ସରକାରୀ…

କୋଭିଡ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ସଫେଇ କର୍ମଚାରୀ ମନିଷ କୁମାର ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ - ଆରମ୍ଭ ହୋଇଛି କରୋନା ବିରୋଧରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସର ଜଣେ ସଫେଇ କର୍ମଚାରୀ ମନିଷ କୁମାର…

କରୋନା ବିରୋଧରେ ଶେଷ ଲଢ଼େଇ: ଆଜିଠୁ ଭାରତରେ ମେଗା ଟିକାକରଣ ଅଭିଯାନ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଳୀ - ଶେଷରେ ଅପେକ୍ଷାର ଅନ୍ତ ଘଟିଛି । କରୋନା ମହାମାରୀ ବିରୋଧରେ ଶେଷ ଲଢ଼େଇ ପାଇଁ ଅଣ୍ଟା ଭିଡିଛି ଭାରତ । ଆଜିଠୁ ସାରାଦେଶରେ କରୋନା ବିରୋଧୀ ଟିକାକରଣ ଅଭିଯାନ ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱର…

ଭାରତରେ ଗଣତନ୍ତ୍ର ସବୁଠାରୁ ଶକ୍ତିଶାଳୀ ଏବଂ ଜୀବନ୍ତ: ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ଏକଦା ଭାରତର ଗଣତନ୍ତ୍ର ଉପରେ ସନ୍ଦେହ ବ୍ୟକ୍ତ କରାଯାଇଥିଲା, କିନ୍ତୁ ଆଜି ଭାରତ ହେଉଛି ସେହି ସ୍ଥାନ ଯେଉଁଠାରେ ଗଣତନ୍ତ୍ର ସବୁଠାରୁ ଶକ୍ତିଶାଳୀ ଏବଂ ଜୀବନ୍ତ । ସେ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଗରିବ…

କରୋନା ଟିକାକୁ ସବୁଜ ସଙ୍କେତ ପରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ - ଭାରତରେ କରୋନା ଟିକା ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏବଂ ଭାରତ ବାୟୋଟେକ୍ ଟିକାକୁ ଜରୁରୀ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଡିସିଜିଆଇ ଚୂଡାନ୍ତ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ଦେଶରେ ଟିକାକରଣ ପାଇଁ ପଥ…

ମୋଦି, ଯୋଗୀଙ୍କ ଫଟୋ ବ୍ୟବହାର କରିବାରୁ ୟୁପି ମନ୍ତ୍ରୀଙ୍କ ଭାଇଙ୍କ ନାମରେ ମାମଲା

ଲକ୍ଷ୍ନୌ – ଏକ ମୋବାଇଲ୍ ଫୋନ ବ୍ରାଣ୍ଡ୍‌ର ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ବ୍ୟବହାର କରିଥିବାରୁ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀଙ୍କ ଭାଇଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ୟୁପିର…

ଆଜି ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ - ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଆଜି ଠାରୁ ରାଜଧାନୀ ଦିଲ୍ଲୀର ମ୍ୟାଜେଣ୍ଟା ଲାଇନରେ ଗଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରେ ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋର ଉଦଘାଟନ କରିବେ । ଏହାଛଡା ବିମାନବନ୍ଦର ଏକ୍ସପ୍ରେସ ଢାଞ୍ଚାରେ…

ମୋଦିଙ୍କ ଆଜି ବର୍ଷର ଶେଷ ‘ମନ୍ କି ବାତ୍‌’, ଥାଳି ବାଡ଼େଇ ପ୍ରତିବାଦ କରିବେ ଚାଷୀ

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ମନକଥା କହିବେ । ଚଳିତବର୍ଷର ଏହା ମୋଦିଙ୍କ ଶେଷ ‘ମନ୍ କି ବାତ୍‌’ ହେବ । ଚାଷୀ ଆନ୍ଦୋଳନ ପରୀପ୍ରେକ୍ଷୀରେ ମୋଦି ‘ମନ୍ କି ବାତ୍‌’ରେ ପୁଣି କୃଷି ଆଇନକୁ ଗୁରୁତ୍ୱ ଦେଇପାରନ୍ତି । ମୋଦିଙ୍କ ଏହି ‘ମନ୍ କି ବାତ୍‌’ ସମୟରେ ଦିଲ୍ଲୀ…