Browsing Tag

Naveen Patnaik

ବିଶ୍ବ ମହାମାରୀକୁ ଟକ୍କର ଦେଉଛି ଟିମ୍ ଓଡିଶା

ଯୁଦ୍ଧରେ ଜୟ ପରାଜୟ କେବଳ ଜଣଙ୍କ ଶକ୍ତି ଉପରେ ନିର୍ଭରଶୀଳ ନଥାଏ। ବିଜୟ ପାଇଁ ଦରକାର ସଂଘବଦ୍ଧ ଓ ଏକତ୍ରିତ ଲଢ଼େଇ, ସୁଚିନ୍ତିତ ରଣନୀତି, ଉତ୍ତମ ସମନ୍ବୟ ଓ ଦକ୍ଷ ନେତୃତ୍ବ। କରୋନା ମହାମାରୀ ବିରୋଧରେ ଏଯାବତ ଓଡ଼ିଶାର ଲଢ଼େଇରେ ଆମ ରାଜ୍ୟର ବାଜିମାତ୍ ପଛରେ ରହିଛି ଏସବୁ ସାମୂହିକ କାରଣ।…

ବିଜେଡି : ଲୋକଙ୍କ ଜୀବନକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଅର୍ଥନୀତି ସୁଧାରିବାକୁ ପ୍ରୟାସ ଜାରି

ଭୁବନେଶ୍ୱର- ଓଡିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଥିରୁ ମୁକୁଳିବା ପାଇଁ ଦୀର୍ଘକାଳୀନ ଯୋଜନା ଜରୁରୀ । ସେଥିପାଇଁ ରାଜ୍ୟ ସରକାର ବାତ୍ୟା ୟାଶ ଜନିତ କ୍ଷୟକ୍ଷତି ସଂପର୍କିତ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଦୀର୍ଘମିଆଦୀ ଯୋଜନା କଥା ଉଲ୍ଲେଖ କରିଥିଲେ ବୋଲି…

ନବୀନଙ୍କ ପଂଚମ ପାଳି ସରକାରକୁ ପୂରିଲା ଦୁଇ ବର୍ଷ, ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର- ଆଜି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ପଂଚମ ପାଳି ସରକାରକୁ ଦୁଇ ବର୍ଷ ପୂରିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି କ୍ଷମତା ବଜାୟ ରଖିଥିଲା ଦଳ । ବିଜେଡି ସୁପ୍ରିମୋ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ପ୍ରଶାସନ ଉପରେ ପୁଣି ଆସ୍ଥା ପ୍ରକଟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ, ଗ୍ରହଣ କଲେ ଦଳୀୟ ଟିକେଟ

ଭୁବନେଶ୍ୱର- ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ପିପିଲି ଆସନରେ ବିଜେଡିଅ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆନୁଷ୍ଠାନିକ ଭାବେ ସେ ଦଳୀୟ ପ୍ରାର୍ଥାୀ ଭାବେ ଟିକେଟ ଗ୍ରହଣ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ…