ରାଜ୍ୟରେ କୋରୋନାକୁ ପୂରିଲା ବର୍ଷେ , ମନେ ପଡୁଛି ନବୀନ ସରକାରଙ୍କ ଏକାଧିକ ‘ପ୍ରାକ୍ ସକ୍ରିୟ’ ପଦକ୍ଷେପ
ଭୁବନେଶ୍ୱର- ଓଡିଶାରେ କୋରୋନା ମହାମାରୀକୁ ଏକ ବର୍ଷ ପୂରିଛି । ଗତବର୍ଷ ଆଜିର ଦିନରେ ଓଡିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କୋରୋନା ରୋଗୀ । ଭୁବନେଶ୍ୱରର ବଡଗଡ ଅଂଚଳର ଜଣେ ଯୁବକ ଇଟାଲୀରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ । କ୍ୟାପିଟାଲ ହସପିଟାଲରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।…