Browsing Tag

Odisha CM Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଛାଇର ଶଦ୍ଦ’,‘ସୂର୍ଯ୍ୟାସ୍ତ ପୂର୍ବରୁ’ ଦୁଇଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶଦ୍ଦ’କୁ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ସହିତ ଏହି କବିତାରେ ରହସ୍ୟମୟ ଅତିନ୍ଦ୍ରୀୟ ଭାବଜଗତ ଭିତରେ ଜୀବନର…

୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନୂଆବର୍ଷରେ ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି । ୮୪ଟି ନୂଆ ୧୦୮ଟି ଆମ୍ବୁଲାନ୍ସ ସେବାର ଭିଡିଓ କନଫରେନସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୨୭ଟି ଜିଲ୍ଲାକୁ ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାକୁ…

ନବୀନ ପଟ୍ଟନାୟକ: ସମୃଦ୍ଧ ଓଡିଶାର ସୁଦକ୍ଷ ବିନ୍ଧାଣି

ନବୀନ ପଟ୍ଟନାୟକ । ଓଡିଆ ମାଟିର ବରପୁତ୍ରମାନଙ୍କ ମଧ୍ୟରେ ଅନ୍ୟତମ ପ୍ରବାଦ ପୁରୁଷ ମହାନ ବିଜୁବାବୁଙ୍କ ଦେହାନ୍ତ ପରେ ବାଧ୍ୟବାଧକତାରେ ରାଜ୍ୟ ରାଜନୀତିରେ ପାଦ ଥାପିଥିଲେ ନବୀନ । ବାପା ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟକରି ଗଢିଥିଲେ ବିଜୁ ଜନତା ଦଳ –ବିଜେଡି । ଏହି ଦଳ ଜରିଆରେ ଏକ ନୂଆ,…