Browsing Tag

Odisha Government

ଓମିକ୍ରନ ଆତଙ୍କ ଯୋଗୁଁ ସତର୍କତା : ବଡଦିନରୁ ଜାନୁଆରୀ ୨ ଯାଏଁ ରାଜ୍ୟରେ କଟକଣା ଜାରି

ଭୁବନେଶ୍ୱର- ଓମିକ୍ରନ ଆତଙ୍କ ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଆସନ୍ତାକାଲିଠାରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଜାରି କରାଯାଇଛି । ବଡଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ପିଡିଏସ ହିତାଧିକାରୀଙ୍କୁ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ପିଡିଏସ ହିତାଧିକାରୀଙ୍କୁ ଜୀବିକା ସହାୟତା ପ୍ରଦାନ ଆରମ୍ଭ କରାଯାଇଛି । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବିକା ସହାୟତା ବଂଟନ କରିଛନ୍ତି । ରାସନକାର୍ଡଧାରୀ ଓ ବିଏସକେୱାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟ୍‌କୁ ହଜାରେ ଟଙ୍କା ଯିବ । ଜାତୀୟ ଓ ରାଜ୍ୟ ଖାଦ୍ୟ…