Browsing Tag

Odisha Government

ଦେଢ କୋଟିରୁ ଅଧିକ ଲୋକ ନେଲେଣି ଦୁଇ ଡୋଜ କୋଭିଡ ଟିକା, ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ଥାପନ ହୋଇଛି । ରାଜ୍ୟରେ ଦେଢ କୋଟିରୁ ଅଧିକ ଯୋଗ୍ୟ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଅର୍ଥାତ ସେମାନେ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି । ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

କୋରାପୁଟରେ ବିଏସକେୱାଇ ସ୍ମାର୍ଟ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କୁ ୮୬୬ କୋଟିର ପ୍ରକଳ୍ପ ଭେଟି

ଭୁବନେଶ୍ୱର- ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ କୋରାପୁଟ ଜିଲା ସାମିଲ ହୋଇଛି । ଜିଲ୍ଲାର ୧୨ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବା ସହ…

ହକିର ହାର୍ଟ୍ ଥ୍ରବ୍ ଓଡ଼ିଶା: ଆଜିଠୁ ଜୁନିଅର୍ ପୁରୁଷ ବିଶ୍ୱକପ୍ ଟକ୍କର

ଓଡ଼ିଶାକୁ କ୍ରୀଡ଼ା ବିଶେଷ କରି ହକି ଖେଳର ହବ୍ ଭାବେ ସାରା ବିଶ୍ବରେ ଏକ ଭବ୍ୟ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଆଉ ଏକ ସଫଳ ଅଧ୍ୟାୟ ହେବାକୁ ଯାଉଛି ନଭେମ୍ବର ୨୪ ବୁଧବାରରୁ ଆରମ୍ଭ ହେଉଥିବା ଜୁନିଅର୍ ପୁରୁଷ ହକି ବିଶ୍ୱକପ୍। ଏଥିରେ ଆୟୋଜକ ଭାରତ ସମେତ…

୬୨୨ କୋଟିରେ ବିଶୁଦ୍ଧ ପାଣି ପାଇବେ ଗଜପତି ଜିଲ୍ଲାର ୯୦ଟି ପଞ୍ଚାୟତବାସୀ

ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ପାଇଁ ସବୁବେଳେ ସ୍ଵତନ୍ତ୍ର ଦୃଷ୍ଟି ରଖି ଆସିଛନ୍ତି। ସେ ମହାବାତ୍ୟା ବିପର୍ଯ୍ୟୟ ହେଉ ବା ଅନ୍ୟ କୌଣସି ସମସ୍ୟା, ଜିଲ୍ଲାବାସୀଙ୍କ ସାଙ୍ଗରେ ସବୁବେଳେ ନିଜକୁ ଯୋଡ଼ି ଆସିଛନ୍ତି ସାରା ଓଡ଼ିଶାର ଏହି ପ୍ରିୟ ନେତା। ଆଉ ଏବେ ଗଜପତି…