ସାବଧାନ,ସମସ୍ତଙ୍କ ଉପରେ ନବୀନଙ୍କ ନଜର
ସାବଧାନ... ସୁଧୁରିଯାଅ... ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତିବେନି। ସରକାରୀ ଚାକିରିରେ ଥିଲେ ନିଲମ୍ବିତ କିମ୍ବା ବହିଷ୍କୃତ ହେବେ। ଦଳରେ ଥିଲେ ବିଦା କରିଦିଆଯିବ। କାରଣ ରାଜ୍ୟବାସୀଙ୍କ ସ୍ବାର୍ଥ, ଓଡ଼ିଶାର ହିତ ସର୍ବୋପରେ ଓ ସର୍ବପ୍ରଥମ। ସରକାରଙ୍କ ଆଉ ବିଜେଡି ଦଳର ମଧ୍ୟ।…