Browsing Tag

Odisha Government

ବିଭିନ୍ନ କ୍ଷେତ୍ରରେ ପ୍ରଥମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଓ ରାଜ୍ୟବାସୀଙ୍କୁ ନୀତି ଆୟୋଗର ପ୍ରଶଂସା

ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ନୀତି ଆୟୋଗ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ରାଜ୍ୟ ସରକାରଙ୍କ ନୀତି ଓ…

ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଅଭିଳାଷ

ରାଜ୍ୟର ଦ୍ବିତୀୟ ସର୍ବପୁରାତନ ମହାବିଦ୍ୟାଳୟର ମାନ୍ୟତା ବଦଳିଗଲା। ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାବାସୀଙ୍କ ହୃଦୟର ଅଭିଳାଷକୁ ହୃଦୟଙ୍ଗମ କରି ପୂର୍ବରୁ କରିଥିବା ଘୋଷଣା ଅଗଷ୍ଟ ପହିଲାରୁ ବାସ୍ତବ ରୂପ…

ନବୀନଙ୍କ ‘ଆଶୀର୍ବାଦ’: କରୋନା କାଳରେ ଅନାଥଙ୍କ ପାଇଁ ଆଦର ପୁଟୁଳୀ

ବଞ୍ଚିବା ପାଇଁ, ବଢିବା ପାଇଁ ଅବଲମ୍ବନ ଲୋଡୁଥିବା ଶିଶୁ ସମାଜ ଦେଶ, କାଳ ନିର୍ବିଶେଷରେ ଯେକୌଣସି ସାମୂହିକ ପ୍ରତିକୂଳତାର ପ୍ରଥମ ପୀଡିତ ହୋଇଥା'ନ୍ତି। ଅକାଳ ବା ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ବା ଯୁଦ୍ଧ - ପରିବ୍ୟାପ୍ତ ଦୁର୍ଯୋଗ କାଳରେ ସବୁଠୁ ଅସୁରକ୍ଷିତ ଏବଂ ପ୍ରଭାବିତ ହୁଅନ୍ତି ଶିଶୁ।…

ଗଞ୍ଜାମ ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ପିଲାମାନେ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ହାଇସ୍କୁଲ୍ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ସହ…

ଅଗଷ୍ଟ ଗାଇଡଲାଇନ୍ : ଜିଲ୍ଲାରେ ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଆହାର କେନ୍ଦ୍ର ଖୋଲା ରହିବ

ଭୁବନେଶ୍ୱର - ଅଗଷ୍ଟ ମାସ କୋଭିଡ ଗାଇଡଲାଇନ ଅନୁସାରେ ରାଜ୍ୟର ସବୁ ଆହାର କେନ୍ଦ୍ର ଖୋଲିବ । କୋଭିଡ କଟକଣା ସହ ଖୋଲିବ ସବୁ ଆହାର କେନ୍ଦ୍ର । ଆହାର କେନ୍ଦ୍ରରେ ବସି ଲୋକେ ଖାଇପାରିବେ । ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପୂର୍ବଭଳି କଟକଣା ଜାରି ରହିବ । ଅଟୋ ଓ ଟ୍ୟାକ୍ସି ପୂର୍ଣ୍ଣ କ୍ଷମତାରେ…