ଅତିପ୍ରବଳ ବର୍ଷା ହେଲେ ହିଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିବ : ଏସଆରସି
ଭୁବନେଶ୍ୱର – ବାତ୍ୟା ଗୁଲାବ ସଂପର୍କରେ ସଦ୍ୟତମ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ଏବେ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୪୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୯୦ କିଲୋମିର ଦୂରରେ ରହିଛି । ବିଗତ ୩ ଘଂଟା ହେଲା ଘଂଟାପ୍ରତି ୧୮ କିଲୋମିଟର…