Browsing Tag

Odisha

ରେଳ ବଜେଟ ନୈରାଶ୍ୟଜନକ, ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ନାହିଁ : ବିଜେଡି ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ -ରେଳ ବଜେଟକୁ ନୈରାଶ୍ୟଜନକ ବୋଲି ବିଜେଡି ପ୍ରତିକ୍ରିୟା ଦେଇଛି । ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ରେଳ ବଜେଟକୁ ଅତି ନୈରାଶ୍ୟଜନକ ବୋଲି କହିବା ସହ ଏଥିରେ ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି କହିଛନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା…

ଏଥର ରେଳ ବଜେଟରେ ଓଡିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ଅନୁଦାନ

ନୂଆଦିଲ୍ଲୀ – ଏଥର ରେଳ ବଜେଟରେ ଓଡିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ୨୦୦୯-୨୦୧୪ ମଧ୍ୟରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିଲା । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ଅନୁଦାନ ହାର ୫୬୦ ପ୍ରତିଶତ ଅଧିକ ଥିବା କେନ୍ଦ୍ର ରେଳ ମନ୍ତ୍ରୀ ଟ୍ୱିଟ୍ କରି ସୂଚନା…

ସଚିବସ୍ତରୀୟ ଟିମ୍ ର ଲୋୟର ସୁକତେଲ ପ୍ରକଳ୍ପର ସମୀକ୍ଷା

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିନିଲ କ୍ରିଷ୍ନା, ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଗଣ ହରିଶଙ୍କର ଏବଂ…

ସାଧାରଣ ବଜେଟରୁ କ’ଣ ଆଶା ରଖିଛି ଓଡିଶା ?

ଭୁବନେଶ୍ୱର- ଏଥର କେନ୍ଦ୍ର ବଜେଟରୁ ଓଡିଶାର ଆଶା ଅଧିକ ରହିଛି । ରାଜ୍ୟ ଆଶା କରୁଛି ଯେ, ଏଥର ସାଧାରଣ ବଜେଟରେ କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ଅନୁଦାନ ବା ଅଧିକ ଅର୍ଥରାଶି ବରାଦ କରିବା ଦରକାର । ପ୍ରାକ୍ ବଜେଟ ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡିଶାର ୧୩ଟି ବିଭିନ୍ନ…

ଫେବ୍ରୁଆରୀ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ସ, ବାହାଘର, ଅନ୍ତ୍ୟେଷ୍ଟିରେ ୫ ଶହ ଲୋକଙ୍କୁ ଅନୁମତି, ପହିଲାରୁ ଖୋଲିବ…

ଭୁବନେଶ୍ୱର- ଫେବ୍ରୁଆରୀ ମାସ ପାଇଁ କୋଭିଡ-୧୯ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ବିବାହ ଉତ୍ସବ ଓ ଅନ୍ତିମ ସଂସ୍କାର ସଂପର୍କିତ ସମାବେଶରେ ୫ ଶହ ଲୋକ ଯୋଗ ଦେଇପାରିବେ । ଆସନ୍ତାମାସ ପହିଲାରୁ ଅଙ୍ଗନବାଡି କେନ୍ଦ୍ର ଖୋଲିବ । କୋଭିଡ ଗାଇଡଲାଇନ ଅନୁସାରେ ପାଠପଢା ହେବ ।…