ପୁରୀ: ପତିତପାବନ ନାମର ସାର୍ଥକତା
ଶ୍ରୀମନ୍ଦିର ପ୍ରବେଶ ପଥ ସିଂହଦ୍ଵାର ଗୁମୁଟର ଡାହାଣପଟରେ ବିରାଜମାନ କରିଛନ୍ତି ଶ୍ରୀପତିତପାବନ। ଏହି ପତିତପାବନ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖାରବିନ୍ଦ। କମନୀୟ କାନ୍ତି ଯୁକ୍ତ ଏହି ମୁଖାରବିନ୍ଦଙ୍କୁ ଦର୍ଶନ କରିବା ମାତ୍ରେ ଭକ୍ତ ମନରେ ଜାଗିଉଠେ ଅଫୁରନ୍ତ ଆନନ୍ଦର ଲହରୀ। କାହିଁ କେତେକାଳରୁ…