Browsing Tag

PM Narendra Modi

ବାତ୍ୟା ୟାଶ୍ ସମୀକ୍ଷା ବୈଠକ ଶେଷ, ତୁରନ୍ତ ରିଲିଫ ପ୍ୟାକେଜ୍ ଦାବି କଲେ ନାହିଁ ରାଜ୍ୟ ସରକାର, ୭ ଦିନ ପରେ ଜଣାଯିବ…

ଭୁବନେଶ୍ୱର- ବାତ୍ୟା ୟାଶ୍ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ ହୋଇଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉଚ୍ଚ ପଦାଧିକାରଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀଙ୍କଠାରେ କୌଣସି ରିଲିଫ ପ୍ୟାକେଜ ଦାବି…

ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରୁଛି: ମୋଦି

ନୂୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେ ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛନ୍ତି। ଆମେ ଏକ ଅଦୃୃଶ୍ୟ ଶକ୍ତି ସହ ଲଢ଼ୁଛୁ । ୧୦୦ ବର୍ଷ ପରେ ଏଭଳି ଏକ ଭୟଙ୍କର ମହାମାରୀ ପ୍ରତି ପଦକ୍ଷେପରେ ବିଶ୍ୱର ଧୈର୍ଯ୍ୟ ପରୀକ୍ଷା କରୁଛି…

ମୋଦିଙ୍କୁ ସୋନିଆଙ୍କ ଚିଠି: ମାଗଣା ଟିକା ଦାୟିତ୍ବରୁ ଦୂରେଇ ଯାଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ - କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାର ଭୟାବହ ଲହରୀ ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୋନିଆ କରୋନା ବିରୋଧରେ ନୂଆ ଟୀକାକରଣ ନୀତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଅଭିଯୋଗ…

ଫେଲ୍ ମାରିଛି କେନ୍ଦ୍ର ସରକାରଙ୍କ କୋଭିଡ୍ ରଣନୀତି, ନା ଅଛି ବେଡ୍ ନା ଅକ୍ସିଜେନ୍‌, ଚାରିଆଡ଼େ ହାହାକାର

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଛି । ପ୍ରଥମେ ଟିକା ଅଭାବ ନେଇ ଅଭିଯୋଗ ହେଉଥିଲା । ଏବେ ରୋଗୀଙ୍କ ପାଇଁ ଚିକିତ୍ସା ଉପକରଣର ଅଭାବ କେନ୍ଦ୍ର ସରକାରଙ୍କ କୋଭିଡ୍ ରଣନୀତିର ବିଫଳତାକୁ ପଦରେ ପକାଇ ଦେଇଛି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟ ଠାରୁ…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି,ରାଜ୍ୟକୁ ଆଉ ୨୫ ଲକ୍ଷ ଟିକା ପାଇଁ ଅନୁରୋଧ, ଖୋଲା ବଜାରରେ ଟିକା ଉପଲବ୍ଧ…

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାର ଅଭାବ ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଦୈନିକ ୩ ଲକ୍ଷ ଡୋଜ୍ ଦେବାକୁ…