Browsing Tag

PM Narendra Modi

କରୋନା ଚିନ୍ତା: ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ଏହି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଏହି ବୈଠକ ବୁଧବାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ଏଥିରେ ଦେଶରେ ଚାଲିଥିବା…

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଧାନମନ୍ତ୍ରୀ ମୋଦି ନେଲେ ଟିକା

ନୂଆଦିଲ୍ଲୀ - ଆଜି ଠାରୁ ଦେଶରେ ଆରମ୍ଭ ହୋଇଛି କରୋନା ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଳୀ ଏମ୍ସରେ ଟିକା ନେଇ ଏହି ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ମୋଦି ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ଦେଶୀ ଟିକା ‘କୋଭାକ୍ସିନ’ ର ପ୍ରଥମ…

ଚୀନ୍ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦି, ଭାରତୀୟ ଜମି ଚୀନକୁ ଦିଆଯାଇଛି: ରାହୁଲ

ନୂଆଦିଲ୍ଲୀ - ଚୀନ ସହ ସୀମା ବିବାଦ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି ଚୀନକୁ ଡରୁଛନ୍ତି । ସେ ଚୀନକୁ ଭାରତୀୟ ଜମି ଦେଇଛନ୍ତି ବୋଲି ରାହୁଲ କହିଛନ୍ତି । ଗତକାଲି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ…

ଆନ୍ଦୋଳନ ଶେଷ କରିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ଶେଷ କରିବା ପାଇଁ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ନୂଆ କୃଷି ଆଇନକୁ ଏକ ସୁଯୋଗ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । କୃଷି ଆଇନ ପ୍ରସଙ୍ଗରେ ହେଉଥିବା ରାଜନୀତି ନେଇ…

ଲାଲ୍‌କିଲ୍ଲାରେ ତ୍ରିରଙ୍ଗାର ଅପମାନ ଦେଖି ସାରା ଦେଶ ଦୁଃଖୀ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଲାଲ୍‌କିଲ୍ଲାରେ ତ୍ରିରଙ୍ଗାର ଅପମାନ ଦେଖି ସାରା ଦେଶ ଦୁଃଖୀ ହୋଇଛି…

କୃଷି ଆଇନ ନେଇ ସରକାରଙ୍କ ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କୃଷି ଆଇନ ନେଇ ଚାଷୀମାନଙ୍କୁ ଦିଆଯାଇଥିବା ସରକାରଙ୍କ ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି ବୋଲି ଆଜି ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।…

କାଲିଠାରୁ ସାରାଦେଶରେ କୋଭିଡ ଟିକାକରଣ, ଓଡିଶାରେ ବି ପ୍ରସ୍ତୁତି

ଭୁବନେଶ୍ୱର- ଆସନ୍ତାକାଲି ଭାରତରେ ବିଶ୍ୱରେ ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । କାଲିଠୁ ସାରାଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ଟିକାକରଣ ପାଇଁ ଓଡିଶାରେ ବି ପ୍ରସ୍ତୁତି ହୋଇଛି । ଓଡିଶାରେ ମୋଟ…

ଟିକାକରଣ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧନମନ୍ତ୍ରୀଙ୍କ ଆଲୋଚନା, ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ବହନ କରିବେ କେନ୍ଦ୍ର…

ନୂଆଦିଲ୍ଲୀ - ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେବାକୁ ଯାଉଥିବା କୋଭିଡ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାରେ ୩ କୋଟି ଲୋକଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟ ଟିକାକରଣ ଖର୍ଚ୍ଚ…