Browsing Tag

PM Narendra Modi

ଆଜି ସର୍ବଦଳୀୟ ବୈଠକ: କୋଭିଡ ସ୍ଥିତି ଉପରେ ହେବ ଆଲୋଚନା

ନୂଆଦିଲ୍ଳୀ – ଦେଶରେ କୋଭିଡ୍-୧୯ ସ୍ଥିିତିର ସମୀକ୍ଷା ପାଇଁ ଆଜି ଏକ ସର୍ବଦଳୀୟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକରେ ଦେଶରେ କୋଭିଡ୍-୧୯ ସ୍ଥିତି ଓ ଟିକା ବିତରଣ ଯୋଜନା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହି ମହାମାରୀ ବ୍ୟାପିବା…

‘କୋଭିସିଲ୍ଡ’ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିବ ସିରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ - ସିରମ୍ ଇନଷ୍ଟିଚ୍ୟୁଟ୍ ତରଫରୁ ତିଆରି ହେଉଥିବା କୋଭିଡ୍ ଟିକା ‘କୋଭିସିଲ୍ଡ’ର ଜରୁରୀ ବ୍ୟବହାର ପାଇଁ ଆବେଦନ କରାଯିବ । ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓାଲା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସରକାର…

କୋଭିଡ ପରିଚାଳନା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍:  ଟିକା ବଂଟନ ନେଇ ଓଡିଶାରେ ଏକ…

ଭୁବନେଶ୍ୱର- କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ ଟିକା ବିତରଣ ପାଇଁ ଓଡିଶା ପୂର୍ଣ୍ଣରୂପେ ପ୍ରସ୍ତୁତ ରହିଛି । ସମ୍ମୁଖଭାଗ…

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ କୋରୋନା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଟିକା ବିତରଣ ପାଇଁ ଜିଲ୍ଲା…

ନୂଆଦିଲ୍ଲୀ- ଦେଶରେ କୋରୋନା ପରିସ୍ଥିତି ଓ ଟିକା ବିତରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଭଚ୍‌ୁର୍ଆଲ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଥିବା ସବୁ ଟିକା ଉପରେ ନଜର…

ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି: ଉଠିପାରେ ଟିକା ପ୍ରସଙ୍ଗ

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟଗୁଡିକରେ କରୋନା ସ୍ଥିତି ଓ ତଦଜନିତ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇପାରେ ।…