Browsing Tag

PM Narendra Modi

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ୨୬/୧୧ ବାର୍ଷିକୀରେ ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ

ନୂଆଦିଲ୍ଳୀ - ଜାମ୍ମୁର ନାଗ୍ରୋଟା ଏନକାଉଣ୍ଟର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା, ବିଦେଶ ସଚିବ ଓ ସବୁ ଗୁଇନ୍ଦା ବିଭାଗ ଅଧିକାରୀ ଯୋଗ…

ଏଥର ମଧ୍ୟ ଯବାନଙ୍କ ସହ ଦୀପାବଳୀ ପାଳିବେ ମୋଦି

ନୂଆଦିଲ୍ଲୀ - ପ୍ରତିବର୍ଷ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୀମାରେ ମୁତୟନ ହୋଇଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ। ସୂଚନାନୁସାରେ, ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏଥର ଜୈସଲମେର ଯାଇପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଡିଏସ୍ ବିପିନ ରାୱତ ଏବଂ…

ସବୁ ନାଗରିକଙ୍କୁ ମିଳିବ କୋରୋନା ଟିକା, କୋରୋନ ଯୋଦ୍ଧାଙ୍କୁ ମିଳିପାରେ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ଭାରତରେ ଯେତେବେଳେ କୋରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ, ତାହାହେଲେ ଦେଶର ସବୁଲୋକଙ୍କୁ ଏହା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । କାହାକୁ ବି ଏଥିରୁ ବଂଚିତ କରାଯାଇପାରିବ ନାହିଁ । କିନ୍ତୁ କୋରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ମିଳିପାରେ ବୋଲି…

ଉତ୍ସବ ସମୟରେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ଜୋର୍ ଦେଲେ ମୋଦି, ଯବାନଙ୍କ ପାଇଁ ଦୀପଟିଏ ଜାଳିବାକୁ ଆହ୍ୱାନ

ନୂଆଦିଲ୍ଲୀ – ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଦଶହରା କେବଳ ଅସତ୍ୟ ଉପରେ ସତ୍ୟର ବିଜୟ ନୁହେଁ,ବରଂ ସଂକଟ ଉପରେ ବିଜୟର ଉତ୍ସବ । ଉତ୍ସବରେ ଲୋକେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ପୁଣି ଥରେ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : କୋରୋନା ମହାମାରୀ ବିରୋଧରେ ଲଢେଇ ଜାରି, ଟିକା ଆସିବା ଯାଏଁ ସତର୍କତା…

ନୂଆଦିଲ୍ଲୀ -ଦେଶରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସମ୍ବୋଧନରେ ମୋଦି କହିଛନ୍ତି ଯେ, କୋରୋନାର ମୁକାବିଲା ପାଇଁ ସବୁ ପ୍ରକାର ଉଦ୍ୟମ ହୋଇଛି । ଭାରତରେ କୋରୋନା ମୁକାବିଲା ଏ ଯାବତ ସଫଳ…

ନବୀନଙ୍କ ଜନ୍ମଦିନ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଚାରିଆଡୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାରିଆଡୁ ଜନ୍ମଦିନର ଶୁଭେଚ୍ଛା ମିଳିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ ପ୍ରକାଶ ବିର୍ଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ପ୍ରମୁଖଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବେ…