ଆରୋପ-ପ୍ରତ୍ୟାରୋପ ପରେ ମିଳିତ ବିବୃତି ଜାରି କଲେ ଭାରତ ବାୟୋଟେକ ଓ ସେରମ୍: ଟିକା ବିତରଣ ସୁଗମ କରିବାକୁ ସଂକଳ୍ପ ନେଲେ
ନୂଆଦିଲ୍ଲୀ - ପରସ୍ପରର ଟିକା ନେଇ ଆରୋପ-ପ୍ରତ୍ୟାରୋପ ପରେ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଜି ଏକ ମିଳିତ ବିବୃତି ଜାରି କରି ଲୋକଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପ୍ରାଥମିକତା ବୋଲି କହିଛନ୍ତି ।
ଭାରତ ବାୟୋଟେକ୍…