Browsing Tag

supreme court

ଅସ୍ଥାନାଙ୍କ ନିଯୁକ୍ତି ଉପରେ ଦୁଇ ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ବିରୋଧରେ ଆଗତ ପିଟିସନ ଉପରେ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଶୁଣାଇବାକୁ ବୁଧବାର ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପୋଲିସ…

ପର୍ଣ୍ଣ ଫିଲ୍ମ ମାମଲା: ଅଗଷ୍ଟ ୨୫ ଯାଏଁ କୁନ୍ଦ୍ରାଙ୍କୁ ଅନ୍ତରୀଣ ସୁରକ୍ଷା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ସାଇବର ସେଲ ଯାଞ୍ଚ୍ କରୁଥିବା ପର୍ଣ୍ଣ ଫିଲ୍ମ ମାମଲାରେ ବମ୍ବେ ହାଇକୋର୍ଟ ରାଜ କୁନ୍ଦ୍ରାଙ୍କୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ଗିରଫରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ…

କରୋନା ଟିକା ବାଧ୍ୟତାମୂଳକ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଦୁଇ ଡୋଜ୍ ଟିକା ବାଧ୍ୟତାମୂଳକ କରାଯିବାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଆମେ ଦେଖିବୁ ଜନସ୍ୱାସ୍ଥ୍ୟ ତୁଳନାରେ ଜୀବନର ଅଧିକାର କେତେ ଗୁରୁତ୍ଵ ବହନ କରୁଛି । ଏଥିସହ ଏହି…

କରୋନା ମୃତକଙ୍କ ପାଇଁ କ୍ଷତିପୂରଣ ରାଶି ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ନୂଆ ଗାଇଡ୍ ଲାଇନ୍…

ନୂଆଦିଲ୍ଲୀ: କରୋନାର ପ୍ରାଣ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବା ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ଉଚିତ । କ୍ଷତିପୂରଣ ରାଶି କେନ୍ଦ୍ର ସରକାର ଧାର୍ଯ୍ୟ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ…

ସୁପ୍ରିମକୋର୍ଟ ପ୍ୟାନେଲର ଦାବି, ଆବଶ୍ୟକତା ଠାରୁ ଚାରିଗୁଣ ଅଧିକ ଅକ୍ସିଜେନ ମାଗିଥିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦ୍ୱିତୀୟ ଲହରୀ ସମୟରେ ଦିଲ୍ଲୀର ଆବଶ୍ୟକତା ଠାରୁ ଚାରିଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲେ ଅରବିନ୍ଦ୍ର କେଜ୍ରିୱାଲ ସରକାର । ଅକ୍ସିଜେନ ସଙ୍କଟର ଯାଞ୍ଚ୍ ପାଇଁ ଗଠିତ ସୁପ୍ରିମକୋର୍ଟ ପ୍ୟାନେଲ ରିପୋର୍ଟରେ ଏଭଳି ଦାବି କରାଯାଇଛି । ଏହି ପ୍ୟାନେଲର ରିପୋର୍ଟ ଅନୁଯାୟୀ ଦିଲ୍ଲୀକୁ…

କୋଭିଡ୍ ମୃତକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରସଙ୍ଗ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି । ଏହି ମାମଲାରେ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏମଆର ଶାହାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ଲୋକଙ୍କୁ…

କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇହେବ ନାହିଁ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ହେବ ନାହିଁ । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ୱାର୍ଥ ମାମଲାର ଜବାବରେ ଏହା କହିଛନ୍ତି କେନ୍ଦ୍ର ସରକାର । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଅନୁକମ୍ପା ରାଶି କେବଳ ଭୂମିକମ୍ପ ଓ…

କୋଭିଡ୍ ସ୍ଥିତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ଜାତୀୟ ଯୋଜନା କଣ ରହିଛି ଜଣାଇବାକୁ କହିଲେ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ନିଜଆଡୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି। ଅମ୍ଳଜାନ, ଅତ୍ୟାବଶ୍ୟକ ଔଷଧ ଯୋଗାଣ ଏବଂ ଟୀକାକରଣ ଢାଞ୍ଚା ଉପରେ କଣ ଜାତୀୟ ଯୋଜନା ପ୍ରସ୍ତୁତ ହୋଇଛି ସେନେଇ ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି । କୋର୍ଟ କହିଛନ୍ତି…

ତିନି କୋଟି ରାସନ୍ କାର୍ଡ ରଦ୍ଦ ନିଷ୍ପତ୍ତିକୁ ଗମ୍ଭୀର ବୋଲି କହିଲେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟଙ୍କୁ ଜବାବ ତଲବ

ନୂଆଦିଲ୍ଲୀ - ଆଧାର ସଂଯୋଗ ହୋଇନଥିବାରୁ ପ୍ରାୟ ତିନି କୋଟି ରାସନ୍ କାର୍ଡ ରଦ୍ଦ କରିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ, ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି.ରାମସୁବ୍ରମନିଆନଙ୍କ ଖଣ୍ଡପୀଠ…