ଆଇପିଏସ ସତ୍ୟଜିତ ମହାନ୍ତିଙ୍କ ଅବସର, କାଲି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ Odiaଓଡ଼ିଶା By The Newsroom Network On Feb 28, 2021 Share ଭୁବନେଶ୍ୱର- ପୋଲିସ ସେବାରୁ ଅବସର ନେଇଛନ୍ତି ଆଇପିଏସ ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ସତ୍ୟଜିତ । ଆସନ୍ତାକାଲି ସେ ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ । ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ମହାନ୍ତି ପୋଲିସ କମିଶନର ଓ ଡିଜିପି ମଧ୍ୟ ରହିଥିଲେ । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.