ମୋଦୀଙ୍କୁ ରେସଲରଙ୍କ ପ୍ରଶ୍ନ: ଆମ ‘ମନ୍ କି ବାତ୍’ କେବେ ଶୁଣିବେ ?

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ରେସଲରମାନେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଛନ୍ତି, 'ଆପଣ କାହିଁକି ଆମ 'ମନ୍ କି…