ସୁଦାନରୁ ଫେରିଲେ ୩୬୦ ଭାରତୀୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅପରେସନ୍ କାବେରୀ ଅଧୀନରେ ସୁଦାନରୁ ପ୍ରଥମ ବ୍ୟାଚ୍ ଭାରତୀୟ ନାଗରିକ ସ୍ବଦେଶ ଫେରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଭାରତ ଫେରିଥିବା ଲୋକଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଭାରତ ସ୍ବଦେଶ ଫେରିଥିବା ନିଜ…