୨୦୧୪ ଲାଞ୍ଚ ମାମଲାରେ ଚୂଡାନ୍ତ ରାୟ, ତତ୍କାଳୀନ ଆସ୍କା ଆରଆଇଙ୍କୁ ବର୍ଷେ ସଶ୍ରମ ଜେଲ ଦଣ୍ଡାଦେଶ

ବ୍ରହ୍ମପୁର - ୨୦୧୪ ମସିହାରେ ଏକ ଲାଞ୍ଚ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣ କୁମାର ସାହୁ ଆଜି ୨୦୧୪ ମସିହାର ଏକ ଲାଞ୍ଚ ଗ୍ରହଣ ମାମଲାରେ ଚୂଡାନ୍ତ ରାୟ ଦେଇଛନ୍ତି । ଏହି ମାମଲାରେ ଆସ୍କା ତହସିଲର ତତ୍କାଳୀନ ଆର୍‌ଆଇ ଯୋଗେନ୍ଦ୍ର କୁମାର ବେହେରାଙ୍କୁ ଏକ ବର୍ଷ ସଶ୍ରମ…