ଦୈନିକ ସଂକ୍ରମଣ ତିନି ଲକ୍ଷ ଟପିଲା, ଦେଶରେ ଆଉ ୩.୧୭ ଲକ୍ଷ ନୂଆ ମାମଲା, ପଜିଟିଭିଟି ରେଟ୍ ୧୬.୪୧%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ଜନିତ ସଂକ୍ରମଣ ଭୟଙ୍କର ଭାବେ ବଢୁଛି । ଦୈନିକ ସଂକ୍ରମଣ ତିନି ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୭ ହଜାର ୫୩ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ୪୯୧ ଜଣଙ୍କର ମୃତ୍ୟୁ ହୋଇଛି। ଆଠ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଛି ।…

ରାଜ୍ୟରେ ପୁଣି ୧୧ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ୧୦ ହଜାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଥରେ ୧୧ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୩୬୮ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୧ ହଜାର ୯୦ ଶିଶୁ ଓ କିଶୋର ରହିଛନ୍ତି । ସଙ୍ଗରୋଧରୁ ୬ ହଜାର ୧୫ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ…

ଅରୁଣାଚଳ ପ୍ରଦେଶରୁ ଯୁବକଙ୍କୁ ଅପହରଣ କରିନେଲା ଚୀନ୍ ସେନା; ମୋଦି ସରକାରଙ୍କ ନିରବତାକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଅରୁଣାଚଳ ପ୍ରଦେଶର ଭାରତୀୟ ଅଞ୍ଚଳ ଉପର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ଯୁବକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ ଏପରି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଅପହରଣ ହୋଇଥିବା…

ଓଡିଶା ପ୍ରଶାସନିକ ସେବା -୨୦୨୦ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର-ଓଡିଶା ଲୋକସେବା ଆୟୋଗ-ଓପିଏସସି ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା -୨୦୨୦ରେ ମେନ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ସାରା ରାଜ୍ୟର ୧୬ଟି କେନ୍ଦ୍ରରେ ମୋଟ ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କେବଳ ଭୁବନେଶ୍ୱର ଜୋନରେ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ…